ETV Bharat / bharat

ଆଜିର ରାଶିଫଳ; ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ ଏହି 4 ରାଶି, ବଢିବ ମାନସମ୍ମାନ - AJIRA RASIFALA

author img

By ETV Bharat Odisha Team

Published : Sep 13, 2024, 12:01 AM IST

Ajira Rasifala 13 September: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

ଆଜିର ରାଶିଫଳ; ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ ଏହି 4 ରାଶି, ମାନସମ୍ମାନ ବଝିବା ସହ ଶତ୍ରୁକୁ କରିବେ ପରାଜିତ
ଆଜିର ରାଶିଫଳ; ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ ଏହି 4 ରାଶି, ମାନସମ୍ମାନ ବଝିବା ସହ ଶତ୍ରୁକୁ କରିବେ ପରାଜିତ (ETV Bharat Odisha)
Ajira Rasifala
ଆଜିର ରାଶିଫଳ (ARIES)

ମେଷ: କାର୍ଯ୍ୟଭାର ଦ୍ୱାରା ଅଧିକ ଭାରାକ୍ରାନ୍ତ ଏବଂ ଭାଙ୍ଗି ପଡିବା ଅନୁଭବ କରନ୍ତୁ ନାହିଁ । କାମରେ ଅଳସୁଆ ହେବା ସାହାଯ୍ୟ କରିବ ନାହିଁ ବରଂ ଏହା ଖରାପ କରିବ । ଧ୍ୟାନଚ୍ୟୁତ ହୁଅନ୍ତୁ ନାହିଁ ନଚେତ ଏହାର କୁପ୍ରଭାବ ନିଜ ଜୀବନ ଓ କାର୍ଯ୍ୟକ୍ଷେତ୍ରରେ ପଡିବ । ଛୋଟ ଧରଣର ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ ଏବଂ ଆପଣ ମାନ୍ଦା, କ୍ଳାନ୍ତ ଏବଂ ଅନ୍‌ଫିଟ୍‌ ଅନୁଭବ କରିପାରନ୍ତି । ମନ ଓ ଚିନ୍ତା ଦୂର ପାଇଁ ମନ୍ଦିର ଯାଆନ୍ତୁ କିମ୍ୱା ଧ୍ୟାନ କରନ୍ତୁ ।

Ajira Rasifala
ଆଜିର ରାଶିଫଳ (TAURUS)

ବୃଷ: ଆଜି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆଜି ଯାହା କରିବେ ସେଥିରେ ସଫଳତା ପାଇବେ । ଯୋଗ ଓ ଧ୍ୟାନ ଦ୍ୱାରା ନିଶ୍ଚିତ ଭାବରେ ଚିନ୍ତାଦୂର ହେବ । ଏହି ସମସ୍ତ କିଛି ଜୀବନରେ ବହୁତ ପ୍ରଭାବ ପକାଇଥାଏ । କୌଣସି କଥାରେ ଅଧର୍ଯ୍ୟ ଓ ଅସହାୟ ମନେକରନ୍ତୁ ନାହିଁ । ବିରାମ ନିଅନ୍ତୁ ଏବଂ ବେଳେବେଳେ ଏହା ମଧ୍ୟ ଆପଣଙ୍କ ସପକ୍ଷରେ ଯାଇପାରେ । ନକ୍ଷତ୍ରଙ୍କ ସୂଚନା ରହିଛି, ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ସାବଧାନ ହୁଅନ୍ତୁ । ଯାତ୍ରା ପରିତ୍ୟାଗ କରନ୍ତୁ ।

Ajira Rasifala
ଆଜିର ରାଶିଫଳ (GEMINI)

ମିଥୁନ: ଅତ୍ୟନ୍ତ ଫଳପ୍ରଦ ଦିନ ଆପଣଙ୍କ ଅପେକ୍ଷାର ରହିଛି, ଦୈନିକ ଦିନଚର୍ଯ୍ୟା ବ୍ୟତୀତ ଘର କାମରେ ଧ୍ୟାନ ଦେବେ । ଆପଣଙ୍କ ମନ କହୁଛି ଯେ ଆପଣକୁ କିଏ ନିମନ୍ତ୍ରଣ କରୁ । କୌଣସି ବସ୍ତୁକୁ ବିକ୍ରି କରିବା ପାଇଁ ଆଜି ଉତ୍ତମ ଦିନ ଅଟେ । ଆଜି ଆପଣ ନିଜ ଜୀବନସାଥୀଙ୍କ ସହ କିଣାକିଣି କରିବା ପାଇଁ ବାହାରକୁ ଯାଇପାରନ୍ତି । ଆପଣଙ୍କ ଖର୍ଚ୍ଚ ଅଧିକ ହେବ । ଯଦିଓ ଆପଣ ଯେତେ ଖର୍ଚ୍ଚ ହେଉଛି ସେ ବିଷୟରେ ଚିନ୍ତା କରିବେ ନାହିଁ । ସଂଧ୍ୟା ବେଳେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଏକ ଫେରସ୍ତ ଉପହାର ଦେବେ ।

Ajira Rasifala
ଆଜିର ରାଶିଫଳ (CANCER)

କର୍କଟ: ଯେଉଁମାନେ ସରକାରୀ, ସମାଜସେବା ଅଥବା ନୂଆ କାମ କରିବାକୁ ଯାଉଛନ୍ତି । ସେମାନେ ନିଜର ମନମୁତାବକ କାର୍ଯ୍ୟସ୍ଥଳରେ ଅତ୍ୟଧିକ ଉପକୃତ ହେବେ । ପ୍ରିୟଜନଙ୍କ ସହ ଆନନ୍ଦ ଉଲ୍ଲାସ ରେ ଦିନସାରା ଭରିରହିବ । ଯଦିଓ ସବୁଦିନ ପରି ଖର୍ଚ୍ଚ ବଢିପାରେ ତଥାପି ଯେହେତୁ ଅର୍ଥ ବିନିଯୋଗ ଠିକ ଯାଗାରେ ହେଉଛି, ଆପଣ ସନ୍ତୋଷ ରହିବେ । ମୋଟ୍‌ ଉପରେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । ଭାବିଚିନ୍ତି ଏବଂ ଧ୍ୟାନର ସହିତ ନିବେଶ କରନ୍ତୁ ।

Ajira Rasifala
ଆଜିର ରାଶିଫଳ (LEO)

ସିଂହ: ଆପଣଙ୍କ ପାଇଁ ଆଜିର ଦିନ ଏକ ଖରାପ ଓ ଆନ୍ତରିକ ଦିନ ଅଟେ । ଶାରୀରିକ ଓ ମାନସିକ ସ୍ଥିତି ବହୁସମୟ ଧରି ଏକତ୍ର ରହିବେ ଏବଂ ଆପଣଙ୍କ କାର୍ଯ୍ୟଦକ୍ଷତା ବଢାଇବାରେ ସହାୟ ହେବ । ବିନା କାର୍ଯ୍ୟଦକ୍ଷତାରେ ପରିପୂର୍ଣ ହୋଇ ନୂତନ ସଫଳତା ସହିତ ସନ୍ତୋଷ ହେବେ । ଏହି କଥା ଆପଣଙ୍କ ପର ପିଢିକୁ ଆପଣଙ୍କ ଜନ୍ମ ପତ୍ରିକା ସୂଚାଇଦେଇଥାଏ । ତେଣୁ ସେମାନଙ୍କ ଠାରୁ ସୁସମ୍ବାଦ ଆଶାକରିପାର । ଏହି ଭାଗ୍ୟବାନ ଦିନଟି ଅନ୍ୟମାନଙ୍କ ସହିତ ବାଣ୍ଟିବାକୁ ବା ସମାଜ କଲ୍ଲ୍ୟାଣରେ ଲଗାଇବାକୁ ଚେଷ୍ଟା କରନ୍ତୁ ।

Ajira Rasifala
ଆଜିର ରାଶିଫଳ (VIRGO)

କନ୍ୟା: ସାଧାରଣ ଭାବରେ ଏହି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । କୌଣସି କଚେରୀ ସମ୍ୱନ୍ଧୀୟ କାଗଜ ଇତ୍ୟାଦି ଦସ୍ତଖତ ବେଳେ ସାବଧାନ ରୁହନ୍ତୁ । ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ଖରାପ ସ୍ୱାସ୍ଥ୍ୟ ଓ ଦୁଃଚିନ୍ତାକୁ ଆପଣ ଅଙ୍ଗେଅଙ୍ଗେ ଅନୁଭବ କରିବେ । ଲୋକମାନେ ଆପଣଙ୍କୁକୁ ଭୁଲ ବୁଝିବେ କିମ୍ବା ବ୍ୟବସାୟୀ ଯଥା ପରିବାରଜନ ଆପଣଙ୍କ ଭାବାର୍ଥକୁ ଭୁଲ ବୁଝିବେ। ଅଧିକ ଖର୍ଚ୍ଚରୁ ନିବୃତ ରହନ୍ତୁ ।

Ajira Rasifala
ଆଜିର ରାଶିଫଳ (LIBRA)

ତୁଳା: ନୂତନ କାମ ପାଇଁ ଦିନଟି ସୁନ୍ଦର ଅଟେ । ନୂଆ ଚୁକ୍ତି, ଫଳପ୍ରଦ ଭ୍ରମଣ କିମ୍ବା ପୁରୁଣା ବନ୍ଧୁଙ୍କ ସହ ଅନ୍ତରଙ୍ଗରେ ଖୁସୀ ରହିବେ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ଅଟେ ଏବଂ ଆପଣ ଉତ୍ସାହଜନକ ଖବର ବିଦେଶରୁ ପାଇପାରନ୍ତି । ଭାଗ୍ୟଶାଳୀ ଘଟଣା ଆପଣଙ୍କ ସମ୍ମାନ ଓ ଯଶକୁ ବଢାଇବ । ଲାଗିଥିବା ଅର୍ଥରୁ ଭଲ ଲାଭ ପାଇବେ । ଶତ୍ରୁଙ୍କ ଠାରୁ ଜୟ କରିବେ । ତେଣୁ ଦିନଟି ଉପଭୋଗ କରି ଆନନ୍ଦିତ ହୋଇ ରୁହନ୍ତୁ ।

Ajira Rasifala
ଆଜିର ରାଶିଫଳ (SCORPIO)

ବିଛା: ସାଂସାରିକ ଜୀବନ ସୁଖମୟ ହେବ । ଧାର୍ମିକ କ୍ଷେତ୍ରରେ ଟଙ୍କା ପଇସା ଖର୍ଚ୍ଚ କରିବା ସମୟରେ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ହୁଅନ୍ତୁ । ନିଜ ଆତ୍ମୀୟଙ୍କର ବ୍ୟବହାର ଉପରେ ନଜର ରଖନ୍ତୁ । ଆପଣଙ୍କୁ ଆଶ୍ରୟ ନଦେବା ପାଇଁ ଚକ୍ରାନ୍ତର ସୂଚନା ମିଳେ । ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ହୃଦୟ ଜୟ କରିବାକୁ ଯାଏ ତାହାକୁ ବାଧା ଦିଅନ୍ତୁ ନାହିଁ । ଏହା କେବଳ ଆପଣଙ୍କ ଚର୍ତୁଃପାର୍ଶ୍ୱରେ ଥିବା ବାୟୁମଣ୍ଡଳର ଖରାପ ପ୍ରଭାବ ଅଟେ । ଦୀର୍ଘ ନିଶ୍ଵାସ ନିଅନ୍ତୁ ଏବଂ ସହଜରେ ଏହାକୁ ଅତିକ୍ରମ କରିବାକୁ ଦିଅନ୍ତୁ । ଛାତ୍ରଙ୍କ ପାଇଁ ଭଲ ସମୟ ନୁହେଁ । କଠିନ ପରିଶ୍ରମ କରନ୍ତୁ।

Ajira Rasifala
ଆଜିର ରାଶିଫଳ (SAGITTARIUS)

ଧନୁ: ଅର୍ଥ ଉପାର୍ଜନର ପଥ ସୁଗମ ହେବ । ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟକୁ ଠିକ୍‍ ସମୟରେ ସମ୍ପୂର୍ଣ୍ଣ କରିବାରେ ସଫଳତା ଲାଭ କରିବେ । ଧାର୍ମିକ ସ୍ଥାନକୁ ପରିଭ୍ରମଣରେ ଯିବା ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣ ଏକ ମାଙ୍ଗଳିକ ଉତ୍ସବରେ ଯୋଗଦେବା ପାଇଁ ପ୍ରିୟଜନ କିମ୍ୱା ଭାଇ ଭଉଣୀଙ୍କ ଘରକୁ ଯିବାକୁ ପଡିପାରେ । ସେମାନଙ୍କ ସାନିଧ୍ୟ ଆପଣଙ୍କୁ ପ୍ରଫୁଲ୍ଳିତ କରିପାରେ ଏବଂ ଆପଣଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ କରିପାରେ । ସୁସ୍ୱାଦୁ ଭୋଜନ, ଶାନ୍ତ ସିସ୍ଥ ମନ ଏବଂ ସାମାଜିକ ପ୍ରତିଷ୍ଠା ଆପଣଙ୍କ ମୁଖରେ ହସ ଫୁଟାଇବ । ନିଜର ମଙ୍ଗଳ ଦାୟକ କାର୍ଯ୍ୟ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ ।

Ajira Rasifala
ଆଜିର ରାଶିଫଳ (CAPRICORN)

ମକର: ଆପଣ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ଏବଂ ଦିନଯାକ ମାନସିକ ସ୍ତରରେ ଉତ୍କଣ୍ଠିତ ରହିପାରନ୍ତି । ତେଣୁ ନିଜ ପ୍ରତି ସତର୍କତା ଅବଲମ୍ୱନ କରନ୍ତୁ । ଆପଣଙ୍କ ଉତ୍କଣ୍ଠିତ ଚିତ୍ତ ପାଇଁ କେତେକ ଘଟଣା ଦାୟୀ ଅଟେ । ନିଜ କାର୍ଯ୍ୟରେ ସହକର୍ମୀଙ୍କ ହସ୍ତକ୍ଷେପ , ବନ୍ଧୁ ବାନ୍ଧବ ବା ସନ୍ତାନଙ୍କ ସହ ମନାନ୍ତର କିମ୍ୱା ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହା ଘଟିପାରେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଆପଣ ନିଜକୁ ଧାର୍ମିକ, ସାମାଜିକ କିମ୍ୱା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଲିପ୍ତ ରଖିପାରନ୍ତି । ସତର୍କତା ସହ ଯାତ୍ରା କରିପାରନ୍ତି । କଠିନ କାର୍ଯ୍ୟକରି ଆପଣ ଆତ୍ମସନ୍ତୋଷ ଲାଭ କରିପାରନ୍ତି ।

Ajira Rasifala
ଆଜିର ରାଶିଫଳ (AQUARIUS)

କୁମ୍ଭ: ଅତ୍ୟାବଶ୍ୟକ ସମ୍ମାନ ଲାଭ କରିପାରନ୍ତି । ନିଜ କାର୍ଯ୍ୟ ବାଣିଜ୍ୟ ବ୍ୟବସାୟରୁ ଉପକୃତ ହେବା ସଙ୍ଗେ ସଙ୍ଗେ ବାନ୍ଧବୀଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇପାରନ୍ତି । ନିଜର ସନ୍ତାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପିତ ହୋଇପାରେ ଏବଂ ସେମାନଙ୍କ ଠାରୁ ଖୁସିର ଖବର ପାଇପାରନ୍ତି । ଆପଣ ନିଜର ଅବସର ସମୟରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ପ୍ରେମ ଓ ବିବାହ ପାଇଁ ଉତ୍କଣ୍ଠିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ପାଇପାରନ୍ତି ।

Ajira Rasifala
ଆଜିର ରାଶିଫଳ (PISCES)

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ନିଜ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ସଫଳକାମୀ ହେବେ । ସବୁ ଦିଗରୁ ପାରିବାରିକ ଜୀବନରେ ସନ୍ତୋଷ ପ୍ରକାଶ କରିବେ । ଆପଣ ଉନ୍ନତି କରିବେ ଏବଂ ଆପଣଙ୍କର ଉପରିସ୍ଥ କର୍ମଚାରୀ ଆପଣଙ୍କ କର୍ମରେ ସନ୍ତୋଷ ଲାଭ କରିପାରନ୍ତି । ଆପଣ ନିଜର ବ୍ୟବସାୟରେ ଅଗ୍ରଗତି କରିପାରନ୍ତି । ଧାର ଦେଇଥିବା ଅର୍ଥ ଫେରିପାଇବେ । ଗୁରୁଜନ ଓ ପରିବାର ବର୍ଗର ସଦସ୍ୟଙ୍କ ଠାରୁ ଉପକୃତ ହୋଇପାରନ୍ତି । ସାମାଜିକ ଜୀବନରେ ନିଜର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇପାରେ । ଶରୀର ସୁସ୍ଥ ରହିବ । ଆପଣ ଦିନଟି ଖୁସିରେ କାଟିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.