ଓଡିଶା

odisha

ସଂକ୍ରମଣ ରୋକିବାକୁ ସ୍ମାର୍ଟସିଟିରେ ସ୍ମାର୍ଟ ବ୍ୟବସ୍ଥା, ଓୟୋରେ କ୍ବାରେଣ୍ଟାଇନ ସୁବିଧା

By

Published : Apr 12, 2021, 1:27 PM IST

Updated : Apr 12, 2021, 2:48 PM IST

ସ୍ମାର୍ଟସିଟିରେ ବିଏମସି ପକ୍ଷରୁ ଆରମ୍ଭ ହେଲା ଦେୟଯୁକ୍ତ ସଙ୍ଗରୋଧ ବ୍ୟବସ୍ଥା । 3ଟି ଓୟୋ ହୋଟେଲରେ ରହିବେ ସଂକ୍ରମିତ । ଅଧିକ ପଢନ୍ତୁ...

Bmc quarentine in oyo hotels
ସଂକ୍ରମଣ ରୋକିବାକୁ ସ୍ମାର୍ଟସିଟିରେ ସ୍ମାର୍ଟ ବ୍ୟବସ୍ଥା, ଓୟୋରେ କ୍ବାରେଣ୍ଟାଇନ ସୁବିଧା

ଭୁବନେଶ୍ବର: ସ୍ମାର୍ଟସିଟିରେ ବିଏମସି ପକ୍ଷରୁ ଆରମ୍ଭ ହେଲା ଦେୟ ଯୁକ୍ତ ସଙ୍ଗରୋଧ ବ୍ୟବସ୍ଥା । 3ଟି ଓୟୋ ହୋଟେଲରେ ଏସି ଓ ନନଏସି ରୁମ ଭଳି ମୋଟ 40ଟି ରୁମ ରହିଛି । ସେଠାରେ ଡାକ୍ତରଙ୍କ ସ୍ବାସ୍ଥ୍ୟଗତ ପରାମର୍ଶ ଉପଲବ୍ଧ ହେବ।

ସଂକ୍ରମଣ ରୋକିବାକୁ ସ୍ମାର୍ଟ ସିଟିରେ ସ୍ମାର୍ଟ ବ୍ୟବସ୍ଥା, ଓୟୋରେ କ୍ବାରେଣ୍ଟାଇନ

କିମ୍ସ ,ସମ ଓ କଳିଙ୍ଗ ହସ୍ପିଟାଲ ନିକଟରେ 3ଟି ଓୟୋରେ ଏହି ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Apr 12, 2021, 2:48 PM IST

ABOUT THE AUTHOR

...view details