ଗୋପପୁରରେ କୃଷ୍ଣ-ବଳରାମ ଲୀଳା, ଫଟୋରେ ଦେଖନ୍ତୁ ଝଲକ୍ - BARGARH DHANUYATRA 2025
![](https://etvbharatimages.akamaized.net/etvbharat/prod-images/07-01-2025/1200-675-23277386-thumbnail-16x9-5.jpg)
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କୃଷ୍ଣ ଭଗବାନଙ୍କ ବାଲ୍ୟଲୀଳା ଦେଖିବାକୁ ଭକ୍ତଙ୍କ ସୁଅ ଛୁଟିଛି ଗୋପପୁରକୁ l ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଥିବା ବେଳେ ଗୋପପୁରରେ ଦେଖାଦେଇଛି ଉତ୍ସବର ମାହୋଲ । ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଗ୍ରାମବାସୀ । (ETV Bharat Odisha)
Published : Jan 7, 2025, 9:38 PM IST