ଲଣ୍ଡନରେ କରଣ ସହ ଛୁଟି କାଟିଲେ ତେଜସ୍ୱୀ, ଦେଖନ୍ତୁ ଲଭବାର୍ଡଙ୍କ ରୋମାଣ୍ଟିକ ଫଟୋ - Tejasswi Prakash Latest Pictures - TEJASSWI PRAKASH LATEST PICTURES
![](https://etvbharatimages.akamaized.net/etvbharat/prod-images/11-07-2024/1200-675-21921579-thumbnail-16x9-te.jpg)
Tejasswi Prakash Latest Pictures: ଲୋକପ୍ରିୟ ଟିଭି ଲଭବାର୍ଡ କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶ ପୁଣି ନିଜ ରୋମାଣ୍ଟିକ ଫଟୋ ସେୟାର କରି ସମସ୍ତଙ୍କ ମନ ଜିତିଛନ୍ତି । କିଛି ଦିନ ପୂର୍ବରୁ ଉଭୟ ଲଣ୍ଡନ ଭ୍ୟାକସନରେ ଯାଇଥିବା ବେଳେ ବର୍ତ୍ତମାନ ଏହି କପଲ ନିଜ ଭ୍ୟାକସନର ଝଲକ ଦେଖାଇଛନ୍ତି । ନଜର ପକାନ୍ତୁ ଲଭବାର୍ଡଙ୍କ ଫଟୋ ଉପରେ, (Tejasswi Prakash, Instagram)
Published : Jul 11, 2024, 1:18 PM IST