ଓଡିଶା

odisha

ETV Bharat / photos

ବିଶ୍ବ ଚମ୍ପିଆନଙ୍କୁ ଭବ୍ୟ ସ୍ବାଗତ; ନାଚିଲେ ଝୁମିଲେ ଉଭୟ ଖେଳାଳି-ଫ୍ୟାନ୍ସ - Mumbai Victory Parade Pics

By ETV Bharat Odisha Team

Published : Jul 4, 2024, 10:54 PM IST

ଟିମ ଇଣ୍ଡିଆର ବିଜୟୀ ପରେଡରେ ଲୋକାରଣ୍ୟ ହେଲା ମାୟାନଗରୀ ମୁମ୍ବାଇ । ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଲା ସହର । ପ୍ରିୟ ଖେଳାଳିଙ୍କ ଝଲକ ପାଇଁ ରାସ୍ତାରେ ଫ୍ୟାନ୍ସଙ୍କ ପ୍ରବଳ ଗହଳି ଜମିଲା । ଖୋଲା ବସ୍‌ରେ ରାସ୍ତା ସାରା ଫ୍ୟାନ୍ସଙ୍କୁ ଅଭିବାଦନ ଜଣାଇ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବା ପରେ ଫ୍ୟାନ୍ସଙ୍କୁ 125 କୋଟି ପୁରସ୍କାର ରାଶି ପ୍ରଦାନ କଲା ବିସିସିଆଇ । ଫଟୋରେ ଦେଖନ୍ତୁ ବିଜୟ ଶୋଭାଯାତ୍ରାର ଝଲକ.. (T20 World Cup Win Celebrations)
ଟିମ ଇଣ୍ଡିଆର ବିଜୟୀ ପରେଡ୍‌ (@ICC)
ଲୋକାରଣ୍ୟ ମୁମ୍ବାଇ ମେରାଇନ ଡ୍ରାଇଭ ରୋଡ୍‌ (X)
ବିଶ୍ବକପ ସହ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା (@ICC)
ବିଶ୍ବକପ ସହ ଅଧିନାୟକ ରୋହିତ ଶର୍ମା (@ICC)
ପ୍ରଶଂସକଙ୍କ ଗହଣରେ ଟିମ ଇଣ୍ଡିଆ (@ICC)
ୱାଙ୍ଖଡେରେ ଟିମ ଇଣ୍ଡିଆର ସେଲିବ୍ରେସନ (ANI)
ଘରୋଇ ମାଟିରେ ବିଜୟୀ ଉତ୍ସବ ପାଳୁଛି ମେନ ଇନ ବ୍ଲ୍ୟୁ (ANI)
ବର୍ଷାରେ ଭିଜି ଭିଜି ଅପେକ୍ଷାରତ ଫ୍ୟାନ୍ସ (@ICC)
ବିଶ୍ବ ଚମ୍ପିଆନ ଭାରତ (ANI)
ୱାଙ୍ଖଡେ ଷ୍ଟାଡିମୟରେ ଫ୍ୟାନ୍ସ (@ICC)
ଖୋଲା ବସ୍‌ରେ ବିଶ୍ବକପ ସହ ଟିମ ଇଣ୍ଡିଆ (@ICC)
ମାୟାନଗରୀରେ ଟିମ ଇଣ୍ଡିଆର ବିଜୟ ଶୋଭାଯାତ୍ରା (@ICC)
ଟିମ ଇଣ୍ଡିଆକୁ BCCIର 125 କୋଟି ପୁରସ୍କାର ରାଶି ପ୍ରଦାନ (ANI)
ୱାଙ୍ଖଡେ ଷ୍ଟାଡିୟମରେ ଫ୍ୟାନ୍ସ (@ICC)

ABOUT THE AUTHOR

...view details