ଓଡିଶା

odisha

ETV Bharat / photos

LGBTQ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି, ଦେଖନ୍ତୁ ଏସବୁ ଫିଲ୍ମ - Lgbtq Pride Month

By ETV Bharat Odisha Team

Published : Jun 2, 2024, 10:46 PM IST

ଆରମ୍ଭ ହୋଇଯାଇଛି ମନ୍ଥ ଅଫ ପ୍ରାଇଡ । ସମୟ ଆସିଛି LGBTQ ସମ୍ପ୍ରଦାୟର ସଂଘର୍ଷ ଏବଂ ସଫଳତାକୁ ସମ୍ମାନ କରିବାର । ତେବେ ନେଟଫ୍ଲିକ୍ସରେ LGBTQ ଥିମ୍ ଚଳଚ୍ଚିତ୍ର ଏବଂ ସିରିଜ ଯାହା ଆମକୁ ଏହି ଅବସରର ମହତ୍ତ୍ବ ଏବଂ ଆବଶ୍ୟକତା ବିଷୟରେ ସୂଚନା ଦେଇପାରିବ । ଆସନ୍ତୁ ଜାଣିବା ସେହି ଫିଲ୍ମ ବିଷୟରେ ଯେ, LGBTQ ଜୀବନର ବିବିଧତା ଏବଂ ଜଟିଳତାକୁ ଦର୍ଶାଇଛି । (Instagram/Netflix)
ସେକ୍ସ ଏଜୁକେସନ୍: ଏହି ୱେବ ସିରିଜ ଟିନ ଏଜର ମାନଙ୍କର ଯୌନକାଂକ୍ଷାକୁ ନେଇ ରହିଥିବା ସଂଶୟକୁ ଉପସ୍ଥାପିତ କରିଛି । (Instagram/Netflix)
ଅଜିବ ଦାସତାଁ: ଏହି ଫିଲ୍ମ ଚାରୋଟି କାହାଣୀକୁ ନେଇ ଗତିଶୀଳ । (Instagram/Netflix)
ସ୍କିଟ୍ କ୍ରିକ୍: ଏକ ଛୋଟ ସହରରେ ନିଜ ଜୀବନକୁ ପୁନଃ ନିର୍ମାଣ କରିବାକୁ ବାଧ୍ୟ ହୋଇଥିବା ଏକ ଧନୀ ପରିବାରର ଦୁର୍ଭାଗ୍ୟଭରା କାହାଣୀ । (Instagram/Netflix)
ଖୁଫିଆ: ଭାରତ ଗୁପ୍ତଚର ସଂସ୍ଥା 'ର'ର ଜଣେ ଏଜେଣ୍ଟଙ୍କ କାହାଣୀ ଉପରେ ଆଧାରିତ। (Instagram/Netflix)
ଗୁଡ଼ ଗ୍ରୀଫ: ପ୍ରେମ ବିଚ୍ଛେଦ ଏବଂ ନିଜକୁ ଖୋଜିବାର ଏକ ରୋମାଞ୍ଚକର କାହାଣୀ ହେଉଛି ଗୁଡ଼ ଗ୍ରୀଫ । (Instagram/Netflix)
ବଧାଇ ଦୋ: ଦୁଇ ମୁଖ୍ୟ ଚରିତ୍ରଙ୍କ ସମଲିଙ୍ଗୀ ସମ୍ପର୍କରେ ଆଧାରିତ କମେଡି ଫିଲ୍ମ ହେଉଛି ବଧାଇ ଦୋ । (Instagram/Netflix)
କ୍ଲାସ: ଟିନ ଏଜର ଡ୍ରାମା ଉପରେ ଆଧାରିତ ଏହି ୱେବ ସିରିଜ। (Instagram/Netflix)
କୁଇନ ଚାର୍ଲୋଟ: ଜଣେ ଯୁବ ରାଣୀ ଚାର୍ଲୋଟ ଏବଂ କିଙ୍ଗ ଜର୍ଜଙ୍କ ପ୍ରେମ କାହାଣୀ ଉପରେ ଆଧାରିତ କୁଇନ ଚାର୍ଲୋ ଟ। (Instagram/Netflix)
ଜୋ କିଟ: ଏହି ଡ୍ରାମାଟି ଜଣେ ଟିନ ଏଜର ଯୁବତୀଙ୍କର ବାଇ ସେକ୍ସ ହେବା ଉପରେ ଆଧାରିତ । (Instagram/Netflix)

ABOUT THE AUTHOR

...view details