ଓଡିଶା

odisha

ETV Bharat / photos

ବିଦେଶାଗତ ପକ୍ଷୀଙ୍କ ଭୁସ୍ବର୍ଗ ଚିଲିକା, ଦେଖନ୍ତୁ ମନଲୋଭା ଦୃଶ୍ୟ

By ETV Bharat Odisha Team

Published : 4 hours ago

ବିଦେଶାଗତ ପକ୍ଷୀଙ୍କ ଭୁସ୍ବର୍ଗ ଚିଲିକା। ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ଚିଲିକାରେ ୨୧ କ୍ୟାମ୍ପ ନିୟୋଜିତ ହୋଇଛି। ଏଣିକି ଡ୍ରୋନ ମାଧ୍ୟମରେ ସୁରକ୍ଷାର ତଦାରଖ କରାଯିବ। (ETV Bharat Odisha)
ଚିଲିକାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି। (ETV Bharat Odisha)
ବିଶେଷ କରି ଶୀତ ଋତୁ ଆସିଲେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୁଏ। (ETV Bharat Odisha)
ଏହି ସମୟରେ ଚିଲିକାର ଏହି ଦୃଶ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। (ETV Bharat Odisha)
ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ଚିଲିକା ଆସିଥାନ୍ତି ବହୁ ପର୍ଯ୍ୟଟକ। (ETV Bharat Odisha)
ପକ୍ଷୀଙ୍କ କଳାରବରେ ଫାଟି ପଡ଼ିଥାଏ ଚିଲିକା ପରିବେଶ। (ETV Bharat Odisha)

ABOUT THE AUTHOR

...view details