ଓଡିଶା

odisha

ETV Bharat / photos

ରଥ ଉପରକୁ ଉଠିଲା ୪ ନାହାକା, ଫଟୋରେ ଦେଖନ୍ତୁ ଖବର - Ratha Yatra 2024 - RATHA YATRA 2024

ଜୁନ୍‌ 22ରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନଯାତ୍ରା ପୂର୍ବରୁ ମହାପ୍ରଭୁ ରଥରେ ଚାରି ନାହାକା ଉଠିବାର ପରମ୍ପରା ରହିଛି । ତେବେ ଏହାର ଯଥେଷ୍ଟ ପୂର୍ବରୁ 3 ରଥର ଚାରି ନାହାକା ସଂଯୋଗ କାର୍ଯ୍ୟ ଶେଷ ହୋଇଛି । 3 ରଥର କାର୍ଯ୍ୟ ବେଶ ଦ୍ରୁତଗତିରେ ଆଗେଇ ଚାଲିଛି । (ETV Bharat Odisha)

By ETV Bharat Odisha Team

Published : Jun 17, 2024, 6:31 PM IST

22 ଜୁନ୍‌ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା (ETV Bharat Odisha)
ଆଜି ଶ୍ରୀମନ୍ଦିରରେ ରାଜେନ୍ଦ୍ରଭିଷେକ ନୀତି (ETV Bharat Odisha)
3 ରଥର ଚାରି ନାହାକା ସଂଯୋଗ ଶେଷ (ETV Bharat Odisha)
ପ୍ରତ୍ୟେକ ରଥରେ 4ଟି ଲେଖାଁଏ ମୋଟ ୧୨ଟି ନାହାକା ଉଠାଯାଇଛି (ETV Bharat Odisha)
ରଥର ଅଖ ଉପରକୁ ଦଣ୍ଡା ଫ୍ରେମ ଉଠି ଦଣ୍ଡାରେ କଣ୍ଟା ବାଡିଆ କାର୍ଯ୍ୟ ଶେଷ (ETV Bharat Odisha)
ରଥ ପାଞ୍ଚ ଦଣ୍ଡାରେ ଆଗ ଆଣି ଓ ପଛ ଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ବରେ ପୋଲ ଗୟଳ ମୋଡା ଶେଷ (ETV Bharat Odisha)
3 ରଥର ପାଞ୍ଚ ଦଣ୍ଡା ଉପରକୁ ଦୁଇଟି ଲେଖାଏଁ ଗରଗରା ଉଠାଯାଇଛି (ETV Bharat Odisha)
ଓଝା ସେବକମାନେ ଗରଗରାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିଛନ୍ତି (ETV Bharat Odisha)
ଜୁଲାଇ 7 ତାରିଖ ପବିତ୍ର ଶ୍ରୀଗୁଣ୍ଡିଚା (ETV Bharat Odisha)
15 ଜୁଲାଇରେ ମାଉସୀ ମାଆ ଘରୁ ବାହୁଡ଼ିବା କାଳିଆ ସାଆନ୍ତ (ETV Bharat Odisha)

ABOUT THE AUTHOR

...view details