ଓଡିଶା

odisha

ETV Bharat / photos

ଆସୁଛି ବିଶ୍ବପ୍ରସିଦ୍ଧା ରଥଯାତ୍ରା: ରଥଖଳାରେ କେମିତି ଚାଲିଛି ରଥ ନିର୍ମାଣ, ଫଟୋରେ ଦେଖନ୍ତୁ ଖବର - Rath Yatra 2024 - RATH YATRA 2024

ପୁରୀ: କେଇଟା ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଭକ୍ତଜନଙ୍କୁ ଦର୍ଶନ ଦେବାକୁ ବଡଦାଣ୍ଡକୁ ଭାଇ-ଭଉଣୀଙ୍କ ସହ ଓହ୍ଲାଇ ଆସିବେ କାଳିଆ ସାଆନ୍ତେ । ରଥରେ ବସି ମାଉସୀ ମା' ଘରକୁ ଯିବେ । ରଥଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ଦେଖନ୍ତୁ ଏହି ସମୟର କିଛି ଚିତ୍ର (ETV Bharat Odisha)

By ETV Bharat Odisha Team

Published : Jun 8, 2024, 11:51 AM IST

ପାଖେଇ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଚଳଚଞ୍ଚଳ ରହିଛି ରଥଖଳା (ETV Bharat Odisha)
ଏବେ ତିନି ରଥର ଚକ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ । ରଥଗୁଡିକର ଚକର ଉଭୟ ପାର୍ଶ୍ଵ ପନ୍ଦାରିରେ ଦୁଇଟି ଲେଖାଏଁ ପନ୍ଦାରି ଚାବି କାମ ଚାଲିଛି (ETV Bharat Odisha)
ମହାପ୍ରଭୁଙ୍କ ରଥ ନିର୍ମାଣ କାମରେ ସମର୍ପିତ ହୋଇଛନ୍ତି କୁନି ସେବକ । (ETV Bharat Odisha)
ଏବେ ତିନି ରଥର ଚକ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ । ରଥଗୁଡିକର ଚକର ଉଭୟ ପାର୍ଶ୍ଵ ପନ୍ଦାରିରେ ଦୁଇଟି ଲେଖାଏଁ ପନ୍ଦାରି ଚାବି କାମ ଚାଲିଛି (ETV Bharat Odisha)
ଓଝା ସେବକମାନେ ତିନି ରଥର ଶେଷ ହୋଇଥିବା ୩୯ ଗୋଟି ଚକ ଉଭୟ ପାର୍ଶ୍ଵ ପନ୍ଦାରିରେ ଦୁଇଟି ଲେଖାଏଁ ଜୋକିଆ କଣ୍ଟା ବାଡିଆ ଶେଷ କରିଛନ୍ତି (ETV Bharat Odisha)
ରୂପକାର ସେବକମାନେ ତିନି ରଥର କୋଣ ଗୁଜରେ ରୂପ ଖୋଦେଇ ଓ ପଲିସି କରୁଛନ୍ତି (ETV Bharat Odisha)
ଭକ୍ତଜନଙ୍କୁ ଦର୍ଶନ ଦେବାକୁ ବଡଦାଣ୍ଡକୁ ଭାଇ-ଭଉଣୀଙ୍କ ସହ ଓହ୍ଲାଇ ଆସିବେ କାଳିଆ ସାଆନ୍ତେ (ETV Bharat Odisha)
ଦିନ ପାଖେଇ ଆସୁଥିବାରୁ ରଥ ନିର୍ମାଣ କାମରେ ଲାଗି ପଡିଛନ୍ତି ସେବାୟତ । ଏବେ ତିନି ରଥର ଗୋଟିଏ ଲେଖାଏ ଚକ କାମ ବାକି ଅଛି (ETV Bharat Odisha)

ABOUT THE AUTHOR

...view details