ଓଡିଶା

odisha

ETV Bharat / photos

ରଜରେ ସଜବାଜ ହୋଇ ଦୋଳି ଖେଳୁଛନ୍ତି ଯୁବତୀ, ଦେଖନ୍ତୁ ଗାଁ ଗଣ୍ଡାରେ କେମିତି ଚାଲିଛି ପର୍ବ ପାଳନ - RAJA PARBA - RAJA PARBA

ଭୁବନେଶ୍ୱର: କୃଷିଭିତ୍ତିକ ରଜ ପର୍ବର ଆଜି ଦ୍ବିତୀୟ ଦିନ । ରଜ ସଂକ୍ରାନ୍ତିରେ ମନ୍ଦିର ଯାଇ ଦିନ ଆରମ୍ଭ କରିଛନ୍ତି ସମସ୍ତେ । ଏହି ଦିନ ଠାରୁ ମିଥୁନ ମାସ ଆରମ୍ଭ ହୋଇଥାଏ । ରଜକୁ ନେଇ ଉତ୍ସବ ମୁଖର ପୁରଠୁ ପଲ୍ଲୀ । ସବୁଠି ଚାଲିଛି ରଜ ଦୋଳି ଖେଳ । ଯୁବତୀମାନେ ହାତରେ ମେହେନ୍ଦୀ, ମଥାରେ କୁକୁମ ଓ ନୂଆ ଜାମା ପିନ୍ଧି ଦୋଳି ଖେଳୁଛନ୍ତି । (ETV BHARAT ODISHA)

By ETV Bharat Odisha Team

Published : Jun 15, 2024, 12:38 PM IST

ରଜରେ ସଜବାଜ ହେଉଛନ୍ତି ତରୁଣୀ (ETV BHARAT ODISHA)
ଏକାଠି ହୋଇ ଅଳତା ଲଗାଉଛନ୍ତି ଯୁବତୀ (ETV BHARAT ODISHA)
ରଜ ଅବସରରେ ଚାଲିଛି ପୁଚି ଖେଳ (ETV BHARAT ODISHA)
ଦୋଳିର ମଜା ନେଉଛନ୍ତି ତରୁଣୀ (ETV BHARAT ODISHA)
ରଜରେ ପିଠା ମିଠାର ଆସର (ETV BHARAT ODISHA)
ପୋଡ ପିଠାର ବାସ୍ନାରେ ମହକୁଛି ଗାଁଠୁ ସହର (ETV BHARAT ODISHAETV BHARAT ODISHA)
ରଜ ସଂକ୍ରାନ୍ତିରେ ଦୋଳି ଖେଳୁଛନ୍ତି ଯୁବତୀ (ETV BHARAT ODISHA)
ପୋଡ ପିଠାର ବାସ୍ନାରେ ମହକୁଛି ପୁରଠୁ ପଲ୍ଲୀ (ETV BHARAT ODISHA)
ଚାଲିଛି ଦୋଳି ଖେଳ (ETV BHARAT ODISHA)
ପିଠା ସାଙ୍ଗକୁ ଖିଲି ପାନ (ETV BHARAT ODISHA)
ଚାଲିଛି ରଜ ପାନ ତିଆରି (ETV BHARAT ODISHA)
ପୋଡ ପିଠାର ବାସ୍ନାରେ ମହକୁଛି ଗାଁ ଗଣ୍ଡା (ETV BHARAT ODISHA)

ABOUT THE AUTHOR

...view details