ଓଡିଶା

odisha

ETV Bharat / photos

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି-ମୁଖ୍ୟମନ୍ତ୍ରୀ ନବୀନ; ଦେଖନ୍ତୁ ଫଟୋ - prime minister in Sambalpur

ସମ୍ବଲପୁର ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୦୦ କୋଟିର ବିନିମୟରେ ନିର୍ମିତ ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କରିଛନ୍ତି । ଏହିଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଅନ୍ୟ କିଛି ମନ୍ତ୍ରୀ ଯୋଗ ଦେଇଛନ୍ତି ।

By ETV Bharat Odisha Team

Published : Feb 3, 2024, 6:43 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନମସ୍କାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିଭିନ୍ନ ପ୍ରକଳ୍ପକୁ ସବୁଜ ପତାକା ଦେଖାଇ ମୋଦି ଉଦଘାଟନ କରୁଛନ୍ତି ।
ଉପସ୍ଥିତ କର୍ମୀ ଏବଂ ଛାତ୍ରଛାତ୍ରୀଙ୍କୁ ହାତ ହଲାଇ ଅଭିନ୍ଦନ ଜଣାଉଛନ୍ତି ମୋଦୀ
ରିମୋଟ ଟିପି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତି ମୋଦି
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର
ମୋଦି ଏବଂ ନବୀନ ଏକାଠି
ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ବୁଲି ଦେଖୁଛନ୍ତି ପ୍ରଧାନମନ୍ତ୍ରୀ
ମାସ୍କ ପିନ୍ଧା ମୋଦିଙ୍କ ସମର୍ଥକ
ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

ABOUT THE AUTHOR

...view details