ଓଡିଶା

odisha

ETV Bharat / photos

ଦେଶୀ ଲୁକରେ ଫ୍ୟାନ୍ସଙ୍କ ହୋସ ଉଡାଇଲେ ପୂଜା ହେଗଡେ - ପୂଜା ହେଗଡେଙ୍କ ଲାଟେଷ୍ଟ ଫଟୋ

Pooja Hegde In Saree: ଅଭିନୟ ବ୍ୟତୀତ ସୁନ୍ଦରତାରେ ଅଭିନେତ୍ରୀମାନେ ଫ୍ୟାନ୍ସଙ୍କୁ ଦିୱାନା କରିଥାନ୍ତି । ଏହି ସମୟରେ ସାଉଥ ସୁନ୍ଦରୀ ପୂଜା ହେଗଡେ ସୋସିଆଲ ମିଡିଆରେ ନିଜର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଅଭିନେତ୍ରୀ ଗ୍ରୀନ-ପିଙ୍କ ଲେହେଙ୍ଗାରେ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଫିଦା ହୋଇଛନ୍ତି । ଦେଖନ୍ତୁ ପୂଜାଙ୍କ ଲାଟେଷ୍ଟ ଫଟୋ,

By ETV Bharat Odisha Team

Published : Jan 26, 2024, 2:04 PM IST

ସାଉଥ ପରେ ଏବେ ବଲିଉଡରେ ନିଜର ଅଭିନୟ ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିତିଛନ୍ତି ସାଉଥ ସୁନ୍ଦରୀ ପୂଜା ହେଗଡେ
ପୂଜା ହେଗଡେ ବର୍ତ୍ତମାନ ନିଜ ଦେଶୀ ଲୁକରେ ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି
ପୂଜା ନିଜ ଇନଷ୍ଟାଗ୍ରାମରେ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି
ଏହି ଫଟୋ ଗୁଡିକରେ ପୂଜା ଗ୍ରୀନ-ପିଙ୍କ ଲେହେଙ୍ଗା ସହ ପାରମ୍ପରିକ ଲୁକରେ ନଜର ଆସିଛନ୍ତି
ଏହି ଆଉଟଫିଟ ସହ ପୂଜା ସୁନ୍ଦର ପୋଜ ଦେଇଛନ୍ତି
ପୂଜା ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି
ୱେଷ୍ଟନ ହେଉ ଅବା ପାରମ୍ପରିକ ଲୁକ ପୂଜା ସବୁଥିରେ ବେଶ ସୁନ୍ଦର ଲାଗନ୍ତି
ପୂଜା ସେୟାର କରିଥିବା ଫଟୋକୁ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି
ଫ୍ୟାନ୍ସ ପ୍ରତିକ୍ରିୟାରେ ଲାଲ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି
ପୂଜାଙ୍କୁ ଶେଷଥର ପାଇଁ ସଲମାନ ଖାନଙ୍କ ସହ 'କିସି କା ଭାଇ କିସି କି ଜାନ'ରେ ଦେଖିବାକୁ ମିଳିଥିଲା

ABOUT THE AUTHOR

...view details