ଓଡିଶା

odisha

ETV Bharat / photos

ବିଚ୍ଛିନ୍ନାଞ୍ଚଳବାସୀ ଦେବେ ଭୋଟ୍, ଏମିତି ନଦୀ ପାର୍ ହୋଇ ପହଞ୍ଚିଲେ ପୋଲିଂ ପାର୍ଟି - Polling Party Reached By Motor Boat - POLLING PARTY REACHED BY MOTOR BOAT

Polling Party Reached In Isolated Area: ପ୍ରଥମ ଥର ଭୋଟ ଦେଉଛି ବିଚ୍ଛିନ୍ନାଞ୍ଚଳ । ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଈନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳ ଭୋଟରଙ୍କ ପାଇଁ ଚଳିତ ନିର୍ବାଚନରେ ପ୍ରଥମ ଥର ଲୋକସଭା ଓ ବିଧାନସଭା ମତଦାନ ପାଇଁ 2ଟି ବୁଥ କରାଯାଇଛି । ଯେଉଁଠି ପହଞ୍ଚିବାକୁ ନଦୀ ପାର୍ ହୋଇଯାଇଛନ୍ତି ପୋଲିଂ ପାର୍ଟି । (ETV Bharat Odisha)

By ETV Bharat Odisha Team

Published : May 12, 2024, 10:50 PM IST

ଜଳବନ୍ଦୀ ଅଞ୍ଚଳରେ ପ୍ରଥମ ଥର ପାଇଁ ହୋଇଛି ମତଦାନ ବୁଥ । (ETV Bharat Odisha)
ଲଞ୍ଚରେ ଯାଇ ବିଚ୍ଛିନ୍ନାଞ୍ଚଳରେ ପହଞ୍ଚିଲେ ପୋଲିଂ ଅଧିକାରୀ । (ETV Bharat Odisha)
ମୋଟର ଲଞ୍ଚରେ ନିର୍ବାଚନ ପାଇଁ ଆବଶ୍ୟକ ଉପକରଣ ନେଇ ପୋଲିଂ ବୁଥକୁ ଗଲେ ପୋଲିଂ ପାର୍ଟି । (ETV Bharat Odisha)
ଜଳ ଭଣ୍ଡାରରେ ଜଳପଥ ଯୋଗେ ୭ କିମି ଓ ସ୍ଥଳ ପଥରେ ଗାଡ଼ି ଯୋଗେ ୬ କିମି ଅତିକ୍ରମ କରି ପହଞ୍ଚିଲେ । (ETV Bharat Odisha)
ଏହି ବିଚ୍ଛିନ୍ନାଞ୍ଚଳରେ ହୋଇଥିବା ଦୁଇଟି ବୁଥ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା। (ETV Bharat Odisha)

ABOUT THE AUTHOR

...view details