ଓଡିଶା

odisha

ETV Bharat / photos

ଫଟୋରେ ଖବର: ସେଲିବ୍ରିଟିଙ୍କ ଗଣତନ୍ତ୍ର ଦିବସ ପାଳନ - Bollywood Celebrities

ବଲିଉଡର ସେଲିବ୍ରିଟିମାନେ 75 ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି । ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ କାମନା ଜଣାଇଥିଲେ । ଆସନ୍ତୁ ଦେଖିବା ଫଟୋ ମାଧ୍ୟମରେ ତାହାର ଏକ ଝଲକ ।

By ETV Bharat Odisha Team

Published : Jan 28, 2024, 7:00 AM IST

ହାତରେ ତ୍ରିରଙ୍ଗା ଧରି ଗଣତନ୍ତ୍ର ଦିବସ ପାଳିଲେ ରକୁଲ
ପୋଲିସଙ୍କ ସହ ରୋହିତଙ୍କ ସାଧାରଣତନ୍ତ୍ର ଦିବସ ପାଳନ
ଦେଶ ବାହାରେ ଥାଇ ମଧ୍ୟ ଗଣତନ୍ତ୍ର ଦିବସକୁ ପାଳନ କଲେ ଅକ୍ଷୟ ଏବଂ ଟାଇଗର
ଆକାଶରେ ତ୍ରିରଙ୍ଗା ସହିତ ଉଡ଼ିଲେ ଫରାନ
ତ୍ରିରଙ୍ଗା ସହିତ ଫଟୋ ପୋଷ୍ଟ କରି ଶୁଭେଚ୍ଛା ଜଣାଇଲେ କିଙ୍ଗ ଖାନ
ତ୍ରିରଙ୍ଗା ରଙ୍ଗର ପୋଷାକ ପିନ୍ଧି ଶୁଭେଚ୍ଛା ଜଣାଇଲେ ଉର୍ବସୀ
ତ୍ରିରଙ୍ଗା ଉଡ଼ାଇବା ବେଳର ଫଟୋ ସେୟାର କଲେ ଅର୍ଜୁନ
ତ୍ରିରଙ୍ଗା ସହିତ ବାଣି
ତ୍ରିରଙ୍ଗା ଉଡ଼ାଇଲେ ବିକି ଓ କ୍ୟାଟ୍ରିନା
ପରିବାର ସହ ଗଣତନ୍ତ୍ର ଦିବସ ପାଳିଲେ ବିପାସା

ABOUT THE AUTHOR

...view details