ଓଡିଶା

odisha

By ETV Bharat Odisha Team

Published : Jan 22, 2024, 8:22 AM IST

ETV Bharat / photos

ଆଜି ରାମମନ୍ଦିର ପ୍ରାଣ ପ୍ରତିଷ୍ଠା: ଝଲସୁଛି ଅଯୋଧ୍ୟା, ଦେଖନ୍ତୁ ଅପୂର୍ବ ଝଲକ

ଅଯୋଧ୍ୟା: ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଅଯୋଧ୍ୟା ସମେତ ସମଗ୍ର ଦେଶ ଉତ୍ସବ ମୁଖର ହୋଇଉଠିଛି । ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଯଜମାନ ଭାବେ ଯୋଗ ଦେଇ ମନ୍ଦିର ପ୍ରତିଷ୍ଠା କରିବେ । ଆସନ୍ତୁ ଦେଖିବା ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆରେ ସେୟାର ହୋଇଥିବା କିଛି ଫଟୋ ।
ସଜେଇ ହୋଇଛି ରାମଲାଲାଙ୍କ ମୂର୍ତ୍ତି
ରାମ ମନ୍ଦିରର ଅପୂର୍ବ ଝଲକ
ରାତ୍ରି ସମୟରେ ରାମ ମନ୍ଦିରର ଦୃଶ୍ୟ
ଉତ୍ସବମୁଖର ଅଯୋଧ୍ୟା
ରାମ ନାମରେ କମ୍ପୁଛି ଅଯୋଧ୍ୟା ନଗରୀ
ସନ୍ଥଙ୍କ ଆଶୀର୍ବାଦ ନେଉଛନ୍ତି ଭକ୍ତ
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂଜା ଉତ୍ସବ
ମନ୍ଦିର ଭିତରର ଫଟୋ
ସଜେଇ ହୋଇଛି ହୋଇଛି ରାମ ମନ୍ଦିର
ରାଜାଙ୍କ ମହଲ ପରି ଦିଶୁଛି ରାମ ମନ୍ଦିର
କିଛି ଏପରି ଦିଶୁଛି ମନ୍ଦିର ଭିତରର ଦୃଶ୍ୟ
ଫୁଲରେ ସଜେଇ ହୋଇଛି ରାମଙ୍କ ମହଲ
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଛନ୍ତି ବିଦ୍ବାନ
ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବରେ ବୈଦିକ ମନ୍ତ୍ର ଉଚ୍ଚାରିତ ହୋଇଛି
ରୀତିନୀତି ଅନୁସାରେ ଚାଲିଛି ପ୍ରାଣ ପ୍ରତିଷ୍ଠା ପୂଜା

ABOUT THE AUTHOR

...view details