ଗର୍ଜିୟସ ଲୁକରେ କରୀନା କପୁର, ଫଟୋରୁ ହଟୁନି ନଜର - କରୀନା କପୁର ଖାନ

Kareena Kapoor Latest Pictures: ୪୩ ବର୍ଷ ହୋଇଥିଲେ ସୁଦ୍ଧା ଏବେବି ନିଜ ସୌନ୍ଦର୍ଯ୍ୟ ବଜାୟ ରଖିଛନ୍ତି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ । ବର୍ତ୍ତମାନ ଅଭିନେତ୍ରୀ ନିଜ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଫଟୋରେ କରୀନା ସ୍କାଏ ବ୍ଲୁ ରଙ୍ଗର ଆଉଟଫିଟରେ ଗର୍ଜିୟସ ଲାଗୁଛନ୍ତି । ବେବୋଙ୍କ ଏହି ଲୁକ୍ ଫ୍ୟାନ୍ସଙ୍କୁ ଦିୱାନା କରିଛି ।
Published : Feb 9, 2024, 1:45 PM IST