ଓଡିଶା

odisha

ETV Bharat / photos

ଦେଶୀ ଲୁକରେ ଫ୍ୟାନ୍ସଙ୍କ ମନ ଚୋରାଇଲେ କୁଇନ୍ - କଙ୍ଗନା ରାଣାୱତଙ୍କ ଲାଟେଷ୍ଟ ଫଟୋ

Kangana Ranaut Latest Pictures: ସବୁବେଳେ ନିଜ ମନ୍ତବ୍ୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ଲୁକରେ ମଧ୍ୟ ଫ୍ୟାନ୍ସଙ୍କୁ ଦିୱାନା କରିଥାନ୍ତି । କୁଇନ ବର୍ତ୍ତମାନ ନିଜ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ଲୁ ରଙ୍ଗର ଶାଢୀରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଦେଖନ୍ତୁ, କଙ୍ଗନାଙ୍କ ଲାଟେଷ୍ଟ ଫଟୋ

By ETV Bharat Odisha Team

Published : Feb 11, 2024, 8:38 PM IST

ବଲିଉଡ କୁଇନ କଙ୍ଗନା ରାଣାୱତ ନିଜ ବୟାନବାଜି ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି
ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ରାଜନୀତି ସହ ଜଡିତ ଘଟଣା ଉପରେ ନିଜ ମତ ରଖି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି
ଏହା ବ୍ୟତୀତ କୁଇନ ନିଜ ଫ୍ୟାଶନରେ ମଧ୍ୟ ଲୋକଙ୍କ ମନ ଜିତିଥାନ୍ତି
ଇନଷ୍ଟାଗ୍ରାମରେ କଙ୍ଗନା ନିଜ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି
ଏହି ଫଟୋ ଗୁଡିକରେ କଙ୍ଗନା ବ୍ଲୁ ରଙ୍ଗର ଶାଢୀ ସହ ଦେଶୀ ଲୁକରେ ନଜର ଆସିଛନ୍ତି
ଅଭିନେତ୍ରୀଙ୍କ ଏହି ଲୁକକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହ ପ୍ରତିକ୍ରିୟାରେ ବେଶ ପ୍ରଶଂସା କରିଛନ୍ତି
କଙ୍ଗନାଙ୍କ ୱାର୍କ ପ୍ରଣ୍ଟ କଥା କହିବାକୁ ଗଲେ, ତାଙ୍କୁ ଶେଷ ଥର ପାଇଁ ତେଜସ ଏବଂ 'ଚନ୍ଦ୍ରମୁଖୀ ୨'ରେ ଦେଖିବାକୁ ମିଳିଥିଲା
ଗତବର୍ଷ (୨୦୨୩)ରେ ରିଲିଜ ହୋଇଥିବା କଙ୍ଗନାଙ୍କ ଏହି ୨ଟି ଯାକ ଫିଲ୍ମ 'ଚନ୍ଦ୍ରମୁଖୀ ୨' ଏବଂ 'ତେଜସ' ବକ୍ସ ଅଫିସରେ ନିରାଶଜନକ ପ୍ରଦର୍ଶନ କରିଥିଲା
ବର୍ତ୍ତମାନ କଙ୍ଗନା ୨୦୨୪ରେ ପୁଣି ଫିଲ୍ମ 'ଏମିରେଜନ୍ସି' ଫେରିବାକୁ ପ୍ରସ୍ତୁତ ଅଛନ୍ତି
'ଏମିରେଜନ୍ସି' ଜୁନ ୧୪ରେ ରିଲିଜ ହେବ । ଏହି ଫିଲ୍ମରେ ସ୍ବର୍ଗତା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ କୁଇନ

ABOUT THE AUTHOR

...view details