ଫଟୋରେ ଅଲିମ୍ପିକ୍ସ ଉଦଯାପନୀ ଉତ୍ସବ: ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖୋସି ହୋଇଗଲା ଆଖି, ଲିଭିଲା ମଶାଲ ଦୀପ-ରଙ୍ଗୀନ ଆଲୋକରେ ଝଲସିଲା ଷ୍ଟାଡିୟମ - Paris Olympics closing ceremony - PARIS OLYMPICS CLOSING CEREMONY
![](https://etvbharatimages.akamaized.net/etvbharat/prod-images/12-08-2024/1200-675-22182871-thumbnail-16x9-dfadawd.jpg)
ପ୍ୟାରିସ: ଲିଭିଲା ଅଲିମ୍ପିକ୍ସ ମଶାଲ । ପ୍ୟାରିସରୁ ବିଦାୟ ନେଲା ଅଲିମ୍ପିକ୍ସ 2024 । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଫ୍ରାନ୍ସର ଷ୍ଟେ'ଡ ଡି ଫ୍ରାନ୍ସ ଷ୍ଟାଡିୟମରେ ଉଦଯାପନୀ ସମାରୋହର ଶେଷ ହୋଇଛି । 2028 ଅଲିମ୍ପିକ୍ସ ପାଇଁ ଅଲିମ୍ପିକ୍ସ ପତାକା ଲସଏଞ୍ଜେଲ୍ସକୁ ହସ୍ତାନ୍ତର କରାଯାଇଛି । ଫଟୋରେ ଦେଖନ୍ତୁ ଅଲିମ୍ପିକ୍ସ ଉଦଯାପନୀ ସମାରୋହ । (AP)
Published : Aug 12, 2024, 9:38 AM IST