ଓଡିଶା

odisha

ETV Bharat / photos

କାଶୀ ବିଶ୍ବନାଥ ମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ, ସପରିବାର କଲେ ପୂଜାର୍ଚ୍ଚନା - CM MOHAN VISITS KASHI

ପ୍ରୟାଗରାଜ: କାଶୀ ବିଶ୍ବନାଥ ମନ୍ଦିରରେ ପରିବାର ସହ ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ପୂର୍ବରୁ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ । (ETV Bharat)

By ETV Bharat Odisha Team

Published : Feb 24, 2025, 10:46 PM IST

କାଶୀ ବିଶ୍ବନାଥ ମନ୍ଦିରରେ ସମ୍ମୁଖରେ ପରିବାରବର୍ଗଙ୍କ ସହ ମୁଖ୍ୟମନ୍ତ୍ରୀ । (ETV Bharat)
କାଶୀ ବିଶ୍ବନାଥ ମନ୍ଦିରରେ ପୂଜା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। (ETV Bharat)
କାଶୀ ବିଶ୍ବନାଥ ମନ୍ଦିର ଭିତରେ ମୋହନ ପୂଜା କରିବା ସମୟର ଦୃଶ୍ୟ । (ETV Bharat)

ABOUT THE AUTHOR

...view details