ଓଡିଶା

odisha

ETV Bharat / photos

ଚଳଚଞ୍ଚଳ ରଥଖଳା; ଆଗେଇ ଚାଲିଛି ରଥ ନିର୍ମାଣ, ଫଟୋରେ ଦେଖନ୍ତୁ ଖବର - Ratha Yatra 2024

ପୁରୀ: ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଦିନ କାଇଟା ବାକି । ଜୋରଦାର ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଆଜି 3 ରଥରେ 2ଟି ଲେଖାଏଁ ଗରଗରା ଉଠି କଣ୍ଟା ପଡ଼ିବା କାର୍ଯ୍ୟ ସମ୍ପନ୍ନ ହୋଇଛି । 3 ରଥର ୯ଟି ଲେଖାଏଁ ଚଉଦ ନାହାକା ନିର୍ମାଣ ସହ 4ଟି ପୋଲ ଗୟଳର ଚଉପଟ କାର୍ଯ୍ୟ ସମ୍ପନ୍ନ ହୋଇଛି । (ETV Bharat Odisha)

By ETV Bharat Odisha Team

Published : Jun 16, 2024, 5:08 PM IST

Updated : Jun 16, 2024, 5:40 PM IST

3 ରଥରେ 2ଟି ଲେଖାଏଁ ଗରଗରା ଉଠି କଣ୍ଟା ପଡ଼ିବା କାର୍ଯ୍ୟ ସମ୍ପନ୍ନ (ETV Bharat Odisha)
3 ରଥର ୯ଟି ଲେଖାଏଁ ଚଉଦ ନାହାକା ନିର୍ମାଣ ସହ 4ଟି ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ (ETV Bharat Odisha)
ରଥଖଳାରେ ରଥ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରୂପକାରଲ ସେବକ (ETV Bharat Odisha)
3 ରଥର ସିଂହାସନ ମୁହାଁଟିରେ ଚିତ୍ର ଖୋଦେଇ ସହ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଜାରି ରହିଛି (ETV Bharat Odisha)
ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ କଣ୍ଟା ନିର୍ମାଣ ଜାରି ରଖିଛନ୍ତି (ETV Bharat Odisha)
ରଥର ଗୟଳ କଣ୍ଟା, ଯୋକା କଣ୍ଟା ଏବଂ ଚନାକ କଣ୍ଟା ନିର୍ମାଣ ଜାରି ରହିଛି (ETV Bharat Odisha)
3 ରଥର ଦିଗ ନିର୍ଣ୍ଣୟ ପୂର୍ବକ ଚକ ଅଖ ଖଞ୍ଜା ବା ଚକ ଥାକ ଶେଷ (ETV Bharat Odisha)
ତିନିରଥର ମହାରଣାଙ୍କ ଦ୍ବାରା ଗରଗରା, ଚଉଦ ନାହାକା, ଚାରି ନାହାକା ଏବଂ ପାଞ୍ଚ ଦଣ୍ଡା ନିର୍ମାଣ (ETV Bharat Odisha)
Last Updated : Jun 16, 2024, 5:40 PM IST

ABOUT THE AUTHOR

...view details