ଓଡିଶା

odisha

ETV Bharat / photos

ଅନନ୍ତ ଅମ୍ୱାନୀ-ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେରିମନି, ପ୍ରଥମ ଦିନରେ ବହୁ ସେଲିବ୍ରିଟୀ ସାମିଲ - Pre Wedding

ଗୁଜୁରାଟର ଜାମନଗରରେ ଚାଲିଛି ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେରିମନି । ୩ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଯୋଗ ଦେବାକୁ ଆସିଛନ୍ତି ନାମୀ ସେଲିବ୍ରିଟି । ଏହାସହ ଦେଶ ବିଦେଶର ଶିଳ୍ପ ଉଦ୍ୟୋଗପତିଙ୍କଠାରୁ ଆରମ୍ଭ କରି ରାଜନେତା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ତମାମ ସେଲିବ୍ରିଟିଙ୍କ ସୁଅ ଛୁଟିଛି । ଦେଖନ୍ତୁ ଫଟୋ

By ETV Bharat Odisha Team

Published : Mar 2, 2024, 4:05 PM IST

Updated : Mar 2, 2024, 4:21 PM IST

କଳା ରଙ୍ଗର ପୋଷାକରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ଦମଦାର ଲୁକ୍
ହଲିଉଡ ପପ୍ ସିଙ୍ଗର ରିହାନାଙ୍କ ସହ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର
ପ୍ରି ୱେଡିଂ ପାର୍ଟିରେ ନୱାବ ପରିବାର ଅର୍ଥାତ୍ ସୈଫ ଅଲ୍ଲି ଖାନଙ୍କ ସହ କରିନା କପୁର ଓ ତାଙ୍କ ପୁଅ
ଧର୍ମପତ୍ନୀଙ୍କ ସହ ପ୍ରି ୱେଡିଂ ପାର୍ଟିରେ ମେଟା ସିଇଓ ମାର୍କ ଜୁକରବର୍ଗ
ପାର୍ଟିରେ ବ୍ଲାକ୍ ଆଣ୍ଡ ୱାଇଟ୍ ପୋଷାକରେ ନଜର ଆସିଲେ ଷ୍ଟାର ଦମ୍ପତି ରଣବୀର-ଦୀପିକା
ଗୋଟିଏ ଫ୍ରେମରେ ନଜର ଆସିଲେ ଅନନ୍ତ ଅମ୍ବାନୀଙ୍କ ପୁରା ପରିବାର
Last Updated : Mar 2, 2024, 4:21 PM IST

ABOUT THE AUTHOR

...view details