ଶାଢୀ ଲୁକରେ ଶେହନାଜ ଗିଲ୍. ବିଗ୍ ବସ୍-୧୩ରେ ଅଂଶଗ୍ରହଣ ପରେ ଶେହନାଜ ବେଶ ଚର୍ଚ୍ଚାକୁ ଆସିଥିଲେ. ବିଗ୍ ବସରୁ ଆସିବା ପରେ ଓଜନ ହ୍ରାସ କରି ମଧ୍ୟ ଚର୍ଚ୍ଚାରେ ରହିଥିଲେ ଶେହନାଜ. ଶେହନାଜଙ୍କ ଚୁଲବୁଲି ଅନ୍ଦାଜକୁ ବେଶ ପସନ୍ଦ କରନ୍ତି ଫ୍ୟାନ୍ସ. କାଲି ଜନ୍ମଦିନ ପାଳିବେ ଏହି ଚର୍ଚ୍ଚିତ ଅଭିନେତ୍ରୀ. ଶେହନାଜଙ୍କ ଦେଶୀ ଲୁକ୍