ଓଡିଶା

odisha

ETV Bharat / bharat

ଆଜିର ରାଶିଫଳ; ମଉଜରେ ଦିନ କାଟିବେ ଏହି ରାଶି ବ୍ୟକ୍ତି, ଆର୍ଥିକ ଲାଭ ସହ ପାଇବେ ସୁ-ସମ୍ୱାଦ

କେମିତି କଟିବ ଆଜିର ଦିନ । କାହାକୁ ମିଳିବ ଖୁସି ଖବର । କିଏ ରହିବେ ସତର୍କ । ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ଆଜିର ରାଶିଫଳ ।

ajira rasifala
ajira rasifala (ETV Bharat Odisha)

By ETV Bharat Odisha Team

Published : 4 hours ago

ମେଷ: ଆଜି ଦିନଟି ଅନୁକୂଳ ଏବଂ ଘଟଣାପୂର୍ଣ୍ଣ ରହିବ । ଆପଣ ମାନସିକ ଭାବରେ ବିଶ୍ରାମବିହୀନ ଥିବାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କିମ୍ବା ଆତ୍ମବିଶ୍ୱାସ ଏବଂ ସଂକ୍ଷିପ୍ତ ଭାବରେ ଆପଣ ମନ ଲଗାଇବାରେ ସକ୍ଷମ ହେବେ ନାହିଁ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ସ୍ଥଗିତ ରଖନ୍ତୁ । ଅଫିସ୍‌ ତରଫରୁ ଗୋଟିଏ ଯାତ୍ରାର ଆଶଙ୍କା ଅଛି । ଏହା ଯୋଗାଯୋଗ କରିବା କିମ୍ବା ଲେଟର୍‌ ଏବଂ ଡକ୍ୟୁମେଣ୍ଟ୍‌ ଡ୍ରାଫ୍ଟିଙ୍ଗ୍‌ କରିବା ପାଇଁ ଉତ୍ତମ ଭାବରେ ବ୍ୟବହାର ହୋଇପାରିବ ।

Ajira Rasifala (ARIES)

ବୃଷ:ଯଦି ଆପଣ ସାରା ଦିନ ଶାନ୍ତ ଏବଂ ନିରବ ରହିବେ ତେବେ ଏହା ସାହାଯ୍ୟ କରିପାରେ । ଦ୍ୱନ୍ଦ୍ୱ ଏବଂ ସିଦ୍ଧାନ୍ତ ନ ନେଇପାରିବା ଯୋଗୁଁ ଆପଣ ଭଲ ସୁଯୋଗ ହାତ ଛଡା କରିଦେଇପାରନ୍ତି । ସାହାଯ୍ୟ କରିବା ଏବଂ ଶାନ୍ତି ବନାଇ ରଖିବାର ପ୍ରବୃତ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯାତ୍ରା କରିବା ଘୁଞ୍ଚିଯିବାର ସମ୍ଭାବନା ଅଛି । ଆଜି ଦିନଟି ଲେଖକ, କଳାକାର, ଏବଂ ପରାମର୍ଶଦାତାମାଙ୍କ ପାଇଁ ଭଲ ରହିଛି । ନୂଆ ସ୍କିମ୍‌ ଏବଂ ନୂଆ ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ ।

Ajira Rasifala (TAURUS)

ମିଥୁନ: ଆଜି ଦିନରେ ଆପଣଙ୍କର ଆର୍ଥିକ ଭାବରେ ଲାଭ ହେବ । ଆପଣ ବଢିଆ ଖାଦ୍ୟ ଖାଇ, ନିଜର ପ୍ରିୟ ପୋଷାକ ପିନ୍ଧି, ଏବଂ ବନ୍ଧୁ ଏବଂ ସମ୍ପର୍କୀୟ ଗହଣରେ ମଜା ମଜଲିସ୍‌ କରିବାର ଆନନ୍ଦ ନେଇପାରନ୍ତି । ଶରୀର ସୁସ୍ଥ ରହିବ । ସମ୍ଭାବିତ ଅଯଥା ଖର୍ଚ୍ଚ ପ୍ରତି ସାବଧାନ ରୁହନ୍ତୁ । ମୂଲ୍ୟହୀନ ଚିନ୍ତାଧାରାକୁ ମୁଣ୍ଡରେ ପୁରାଇ ଦିନଟିକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ । ବନ୍ଧୁ ଓ ପ୍ରିୟଜନଙ୍କ ଠାରୁ ଉପହାରର ସୁଅ ଛୁଟିପାରେ ।

Ajira Rasifala (GEMINI)

କର୍କଟ:ଆଜି ଆପଣଙ୍କର ମନରେ ଅପ୍ରତିଭା ଏବଂ ଦୁବିଧା ଲୁଚୁକାଳି ଖେଳିବ । ତେଣୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତ ନିଅନ୍ତୁ ନାହିଁ । ଏହାକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣଙ୍କର ଜିହ୍ୱାକୁ ସଞ୍ଜତ କରନ୍ତୁ , ନଚେତ୍‍ ଆପଣଙ୍କର ପରିବାରରେ ବିବାଦ ହୋଇପାରେ । ସେମାନେ ଆପଣଙ୍କୁ ନିରାଶ କରି ଛାଡି ଚାଲିଯିବେ । ଯଦି କିଛି ତର୍କ ବିତର୍କ ଅଛି, ତାକୁ ସ୍ପଷ୍ଟ ଏବଂ ଖୋଲାଖୋଲି ଭାବେ ଆଲୋଚନା କରି ଆଗକୁ ଥିବା ଭୁଲ ବୁଝାମଣାକୁ ଦୂରେଇ ଦେବା ବହୁତ ଭଲ ହେବ । ଆପଣଙ୍କର ସ୍ୱାସ୍ଥ୍ୟ,ଧନ, ଖ୍ୟାତି ପାଇଁ ଅତିରିକ୍ତ ଧ୍ୟାନ ଦିଅନ୍ତୁ । ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

Ajira Rasifala (CANCER)

ସିଂହ:ଆଜି ଦିନଟି ଆପଣଙ୍କ ପାଇଁ ଲାଭଜନକ ହେବ । ବିଶେଷ କରି ମହିଳାମାନେ ସ୍ୱାର୍ଥବିହୀନ ହୋଇପାରନ୍ତି । ଗୋଟିଏ ଭଲ ଜାଗାକୁ ବୁଲିଯିବା ସମ୍ଭାବନା ଅଛି । ଯଦି ଆପଣ ବିଳମ୍ବ ହେବେ ତେବେ ସୁଯୋଗ ହାତଛଡା ହୋଇଯିବ । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନିଶ୍ଚିତ ଭାବରେ ବିଳମ୍ବ ହେବ । ବନ୍ଧୁ ମାନଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି ଏବଂ ସେମାନଙ୍କ ଗହଣରେ ଖୁସିରେ ସମୟ କାଟିପାରନ୍ତି । ସୁଖ ପର୍ଯ୍ୟଟନ ପାଇଁ ଯୋଜନା କରିପାରନ୍ତି । ବ୍ୟବସାୟ ଭଲ ଚାଲିବ । ଅର୍ଥ ଲାଭର ସମ୍ଭାବନା ମଧ୍ୟ ଅଛି ।

Ajira Rasifala (LEO)


କନ୍ୟା: ଆଜିର ସକାଳ ଆପଣଙ୍କ ପାଇଁ ଦୟାଶୀଳ ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହିବ । ଆଜି ଦିନରେ ଶୁଭାରମ୍ଭ ହୋଇଥିବା ସ୍କିମ୍‌ ଏବଂ ପ୍ରକଳ୍ପ ସଫଳତାର ସହ ସ୍ଥିର ହେବ । ପେଶାଦାର ଏବଂ ଅଫିସ୍‌ ଯାଉଥିବା ବ୍ୟକ୍ତି ପଦୋନ୍ନତି ଏବଂ ଦରମା ବୃଦ୍ଧି ପାଇପାରନ୍ତି । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଅଧିକ ଲାଭବାନ ହୋଇପାରନ୍ତି । ଆପଣଙ୍କ ବାପାଙ୍କ ତରଫରୁ ବିଶେଷ ବ୍ୟବସ୍ଥା ଏବଂ ଲାଭ ଆସିପାରେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । ସରକାରଙ୍କ ଠାରୁ ଅର୍ଥ ଲାଭ ଯୋଗ ଅଛି । ସରକାରଙ୍କ ଠାରୁ ଉପକୃତ ହେବା ଫଳରେ ଆପଣଙ୍କୁ ଅନ୍ୟ କାର୍ଯ୍ୟ କରିବା ସହଜସାଧ୍ୟ ହେବ ।

Ajira Rasifala (VIRGO)

ତୁଳା: ଏହି ଦିନଟି ବ୍ୟବସାୟୀମାନଙ୍କ ପାଇଁ ଭଲ ରହିବ । ପେଶାଦାର ମାନେ ଏବଂ ଅଫିସ୍‌ ଯାଉଥିବା ଲୋକମାନେ ସହକର୍ମୀମାନଙ୍କଠାରୁ ଆଶ୍ଚର୍ଯ୍ୟଜନକ ସହଯୋଗ ପାଇବେ । ଲମ୍ବା ଛୁଟି ଦିନରେ, ତୀର୍ଥସ୍ଥାନ ଭ୍ରମଣର ଯୋଗ ଅଛି । ଆପଣ ଗଭୀର ଭାବରେ ଭାଷା ଏବଂ ଜ୍ଞାନ ଭିତ୍ତିକ ବିଷୟ ଉପରେ ଅଧିକ ମଜ୍ଜି ରହିବେ । ସୁଷମ ଖାଦ୍ୟ ଖାଆନ୍ତୁ, ନଚେତ ଶାରୀରିକ ଅସୁସ୍ଥତା ଭୋଗିପାରନ୍ତି । ଆପଣ କାହା ସଙ୍ଗରେ ଅଯଥା ଯୁକ୍ତିତର୍କ କରି ଉତ୍ତେଜିତ ହୁଅନ୍ତୁ ନାହିଁ । ତୀର୍ଥଯାତ୍ରା କରିପାରନ୍ତି ।

Ajira Rasifala (LIBRA)

ବିଛା:ଆଜି, ଆପଣ ସୁରକ୍ଷିତ ଏବଂ ନିରାପଦ ରହିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଘଟଣା ଆମ ସପକ୍ଷରେ ଯିବନାହିଁ । ଆପଣ ନିଶ୍ଚିତ ଭାବରେ ନୂତନ ପ୍ରୋଗ୍ରାମ୍‌ ଏବଂ ସ୍କିମ୍‌କୁ ଆଗକୁ ଘୁଞ୍ଚାଇପାରନ୍ତି । ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣ ଆପଣଙ୍କ ଭାବନାକୁ ବିପ୍ଳବାତ୍ମକ ଏବଂ ଅନୈତିକ ଘଟଣାରୁ ଦୂରେଇ ରହିବାକୁ ପରାମର୍ଶ ଅଛି । ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ କିମ୍ୱା ନିଜେ ଧୀର ସ୍ଥିର ଚିତ୍ତରେ ଭାବିଚିନ୍ତି ଲୋକଙ୍କ ସହ ବନ୍ଧୁତ୍ୱ କରିପାରନ୍ତି । ଯୋଗ ଓ ଧ୍ୟାନ କରିବା ଦ୍ୱାରା ଆପଣଙ୍କର ମାନସିକ ଶାନ୍ତି ଅବ୍ୟାହତ ରହିପାରେ ।

Ajira Rasifala (SCORPIO)

ଧନୁ:ଆଜି ଦିନଟି ଆପଣ ପାଇଁ ଉଜ୍ୱଳମୟ ରହିବ । ଆପଣ ସାରାଦିନ ହସଖୁସିରେ ରହିବେ । ସାମାଜିକ ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂସ୍କୃତି ସମ୍ପନ୍ନ ଲୋକଙ୍କ ସାଙ୍ଗରେ ସାକ୍ଷାତ ହୋଇପାରେ । ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ସୁଖ ପର୍ଯ୍ୟଟନରେ ଯିବାର ଯୋଜନା କରିପାରନ୍ତି ଏବଂ ଏହା ଏକ ଶୁଭଚିନ୍ତା ଅଟେ । ଏହି ଦିନଟି ଏକ କଲ୍ପନାତ୍ମକ କାର୍ଯ୍ୟକଳାପରେ ବିତିବ । ଆପଣଙ୍କର ପାର୍ଟ୍‌ନରସିପ୍‌ ଆପଣଙ୍କ ପାଇଁ ଲାଭପ୍ରଦ ପ୍ରମାଣିତ ହେବେ ।

Ajira Rasifala (SAGITTARIUS)

ମକର:ଆଜି ସ୍ୱାସ୍ଥ୍ୟ ଉପରେ ଦୁର୍ଘଟଣା ଜନିତ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ସାମାଜିକ ଏବଂ ନିୟମିତ କାର୍ଯ୍ୟ ହୋଇପାରେ । ଖାଇବା ପିଇବା ଉପରେ ସାବଧାନ ରହନ୍ତୁ । ଆକ୍ରମକ ହୁଅନ୍ତୁ ନାହିଁ ।ଭାଗ୍ୟବାଦୀ ହୋଇ ନକାରାତ୍ମକ ଭାବକୁ ତ୍ୟାଗ କରନ୍ତୁ । ଆପଣଙ୍କର କାର୍ଯ୍ୟାଳୟର ପରିବେଶ ଅନୁକୁଳଜନିତ ଅଟେ । ଆପଣ ଏବଂ ଆପଣଙ୍କ ବ୍ୟବସାୟ ଭାଗୀଦାର ମଧ୍ୟରେ ମନୋମାଳିନ୍ୟତା ହୋଇପାରେ । ସର୍ତକ ରହନ୍ତୁ । ଆପଣ ନିଜର କ୍ଷମତା ପ୍ରୟୋଗ ଦ୍ୱାରା ସରକାରୀ ଅଧିକାରୀ ମାନଙ୍କ ସହିତ କାରବାର କରିବେ ।

Ajira Rasifala (CAPRICORN)

କୁମ୍ଭ:ବିଶ୍ୱାସ ଏବଂ ସଂକଳ୍ପ ସହିତ ଆପଣ ସମସ୍ତ ନିର୍ଦ୍ଦେଶ ଗୁଡିକର କାର୍ଯ୍ୟ ଭାର ଗ୍ରହଣ କରିବେ । ଏକ ଗ୍ରସ୍ତ ହେବାର ସମ୍ଭାବନା ଅଛି । ଆପଣ ଭଲ ଖାଦ୍ୟ ଏବଂ ଉତ୍ତମ ପୋଷାକ ପିନ୍ଧିପାରନ୍ତି । ଆପଣ ଏକ ବାହାନ କିଣିପାରନ୍ତି । ଆପଣଙ୍କ ଖୁସିକୁ ଆପଣଙ୍କ ପରିବାର ସହ ବାଣ୍ଟନ୍ତୁ ଓ ଏହା ବହୁଗୁଣିତ ହେବାର ଦେଖିବାକୁ ପାଇବେ । ବିଦେଶରୁ ଆପଣଙ୍କ ପାଇଁ ଭଲ ଖବର ଆସି ଆପଣ ପାଇଁ ଖୁସି ଆଣିଦେବ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ଲାଭ ହୋଇପାରେ ।

Ajira Rasifala (AQUARIUS)

ମୀନ:ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣଙ୍କର ବିଶ୍ୱାସ ଏବଂ ମନୋବଳ ଆପଣଙ୍କୁ ବହୁତ ଉପରକୁ ପହଞ୍ଚାଇ ଦେବ । ଏପରି କି ଆପଣଙ୍କର ଶରୀରର ରକ୍ଷଣାବେକ୍ଷଣ ଆପଣଙ୍କୁ ନିରାଶ କରିବ ନାହିଁ । ପରିବାର ବାତାବରଣ ଆନନ୍ଦମୟ ରହିବ । ଆପଣଙ୍କର ପ୍ରତିଦ୍ୱନ୍ଦୀ ପରାଜୟ ସ୍ୱୀକାର କରିବେ । ଆକ୍ରମକତା ଏବଂ ଉଗ୍ରକୁ ଏଡ଼ାଇ ଯାଆନ୍ତୁ । ଆପଣଙ୍କର ସହକର୍ମୀ ଆପଣଙ୍କୁ ସହାୟତା କରିବାବୁ ଯାଉଛନ୍ତି । ବାପା ମାଅଙ୍କଠାରୁ ଖବର ପ୍ରାପ୍ତ କରିବେ ।

Ajira Rasifala (PISCES)

ABOUT THE AUTHOR

...view details