4th Phase Voting: ଧନକଉଡା ଓ ବାମରା ବ୍ଲକରେ ଚାଲିଛି ମତଦାନ

By

Published : Feb 22, 2022, 2:19 PM IST

Updated : Feb 3, 2023, 8:17 PM IST

thumbnail
ସମ୍ବଲପୁର: ଧନକଉଡା ଓ ବାମରା ବ୍ଲକର ମୋଟ 4 ଟି ଜୋନରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ଧନକଉଡା ବ୍ଲକରେ 9 ଟି ଗ୍ରାମ ପଞ୍ଚାୟତର 125 ଟି ମତଦାନ କେନ୍ଦ୍ର ରେ ମତସାବ୍ୟସ୍ତ କରୁଛନ୍ତି ମତଦାତା ।ଏ ହି ବ୍ଲକ ରେ ମୋଟ 44,461 ମତଦାତା ଆଜି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ। ସେହିପରି ବାମରା ବ୍ଲ ର 2 ଟି ଜୋନ ରେ 17 ଟି ଗ୍ରାମପଞ୍ଚାୟତ ଥିବା ବେଳେ 216 ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଠାରେ ମୋଟ75,154 ଭୋଟର ରହିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.