thumbnail

By

Published : Feb 22, 2022, 2:19 PM IST

Updated : Feb 3, 2023, 8:17 PM IST

ETV Bharat / Videos

4th Phase Voting: ଭୁବନେଶ୍ୱର ବ୍ଲକରେ ଶାନ୍ତି ଶୃଙ୍ଖଳା ସହ ଚାଲିଛି ମତଦାନ

ଭୁବନେଶ୍ୱର: ବ୍ଲକର 20 ଟି ପଞ୍ଚାୟତ ଓ 3 ଟି ଜିଲ୍ଲାପରିଷଦ ଜୋନରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବୁଥରେ ପୋଲିସ ମୁତୟନ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ସହିତ ଭୋଟ ଗ୍ରହଣ ଜାରି ରହିଛି । ସକାଳ 10 ଟା ସୁଦ୍ଧା ଉତ୍ତର ନିର୍ବାଚନ ମଣ୍ଡଳୀର ଦାଢ଼ା ପଞ୍ଚାୟତର ପଦାସାହି ପ୍ରଥମିକ ବିଦ୍ୟାଳୟ ରେ 40 ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା। ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.