ପୁରୀ ସମୁଦ୍ର ବେଳାଭୂମିରେ ଜିଅନ୍ତା ଶଙ୍ଖ, ଦେଖିବାକୁ ଜମିଲା ଭିଡ - ପୁରୀ ସମୁଦ୍ର ବେଳାଭୂମିରେ ଜିଅନ୍ତା ଶଙ୍ଖ

🎬 Watch Now: Feature Video

thumbnail

By

Published : Mar 8, 2022, 6:28 PM IST

Updated : Feb 3, 2023, 8:18 PM IST

ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଲା ଜିଅନ୍ତା ଶଙ୍ଖ । ପୁରୀ ମଙ୍ଗଳା ମୁହାଣରେ ଦେଖିବାକୁ ମିଳିଛି ଏହି ଜିଅନ୍ତା ଶଙ୍ଖ । ଶଙ୍ଖଟି ଚାଲୁଥିବାର ଦେଖିବାକୁ ମିଳିଛି । ଶଙ୍ଖଟି ସମୁଦ୍ର ବେଳାଭୂମିରେ ଚାଲିବା ଦୃଶ୍ୟଟି ବେଶ ରୋମାଞ୍ଚକର ଥିଲା । ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା । ସମୁଦ୍ର ବେଳାଭୂମିରେ ଏହି ସୁନ୍ଦର ଦୃଶ୍ୟକୁ ପର୍ଯ୍ୟଟକମାନେ ବେଶ ଉପଭୋଗ କରିଥିଲେ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.