thumbnail

By

Published : Jul 5, 2022, 10:32 AM IST

ETV Bharat / Videos

ପ୍ରେମିକାର ବିବାହ ମଣ୍ଡପରେ ଶରୀରରେ ନିଆଁ ଲଗାଇଲା ପ୍ରେମିକ

ହାଇଦ୍ରାବାଦ: ପ୍ରେମିକାକୁ ବିବାହ କରି ନପାରିବାରୁ ପ୍ରେମିକର ଆତ୍ମହତ୍ୟା। ପ୍ରେମିକାର ବିବାହ ମଣ୍ଡପରେ ଶରୀରରେ କିରୋସିନ ଢାଳି ନିଆଁ ଲଗାଇଲେ ଯୁବକ। ହାଇଦ୍ରାବାଦର ଓଲ୍ଡସିଟିର ଲଙ୍ଗରହାଉସରେ ଏହି ଘଟଣା ଘଟିଛି। ଯାହା ସିସିଟିଭିରେ କଏଦ ହୋଇଛି । ଏହା ଦେଖି ସ୍ଥାନୀୟ ଲୋକମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଆଜି ସକାଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଯୁବକଙ୍କ ମୃତ୍ୟୁ ଘଟିଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.