thumbnail

ଫୁଲୁଛି ବୈତରଣୀ, ଟପିଲା ବିପଦ ସଙ୍କେତ

By

Published : Aug 13, 2022, 8:22 PM IST

ଯାଜପୁର: ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବାପରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ଆଜି ଅପରାହ୍ନ 4ଟା ସୁଦ୍ଧା ଭଦ୍ରକ ଆଖୁଆପଦାଠାରେ ଜଳସ୍ତର 17.88 ରହିବା ପରିବର୍ତ୍ତେ 18.02ମିଟର ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ବନ୍ୟାଜଳ ବୃଦ୍ଧି ପାଇବା ଫଳରେ ଯାଜପୁର, କୋରେଇ, ଦଶରଥପୁର ବ୍ଲକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଇଟିଭି ଭାରତ, ଯାଜପୁର ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.