Watch Video: ପ୍ରବଳ ବର୍ଷାରେ ବୁଡ଼ିଲା ଗୁଜୁରାଟ ସହର - ଜଳମଗ୍ନ ଗୁଜୁରାଟ
🎬 Watch Now: Feature Video
ଗାନ୍ଧୀନଗର : ଗିର୍ ସୋମନାଥ ଏବଂ ଜୁନାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାରେ ଲାଗିଛି । ଏଠାରେ ପ୍ରବଳ ବର୍ଷା ଯୋଗୁଁ ସହର ପୁରା ନଦୀ ସଦୃଶ୍ୟ ପାଲଟିଛି । ଜିଲ୍ଲାର କୋଡିନାର, ସୂତ୍ରପଡା ଉନା ଏବଂ ଗିର୍ ଗଦା ତହସିଲରେ ପ୍ରବଳ ବର୍ଷା ହୋଇଛି। ଯେଉଁଥିପାଇଁ ଆଜି ଗ୍ରାମଗୁଡିକ ନଦୀ ରୂପେ ଦେଖାଯାଉଛି । ତେବେ ସ୍ଥାନୀୟ ବାସିନ୍ଦା ଏବେ ଜଳମଗ୍ନ ହୋଇ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ