Biden falls off bike: ସାଇକେଲ୍‌ରୁ ପଡ଼ିଗଲେ ଜୋ ବାଇଡେନ, କହିଲେ I'm good - ତଳେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି

🎬 Watch Now: Feature Video

thumbnail

By

Published : Jun 19, 2022, 9:43 PM IST

ୱାଶିଂଟନ: ସାଇକେଲ୍‌ ଚଳାଉଥିବା ବେଳେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଶନିବାର କେପ୍‌ ହେନ୍‌ଲୋପେନ୍‌ ନିଜ ବିଚ୍‌ ଘର ପାଖରେ ସାଇକେଲିଂ କରୁଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ସାଇକେଲ୍‌ରୁ ପଡ଼ିବା ସେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା କଥା କହିଥିଲେ । ସେ ସାଇକେଲ୍‌ରୁ ଓହ୍ଲାଇବା ବେଳେ ତାଙ୍କ ଗୋଡ଼ ପେଡ଼ାଲ୍‌ରେ ଲାଗି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ସେ ତଳେ ପଡ଼ି ଯାଇଥିଲେ । ସେ ତଳେ ପଡ଼ିବା କ୍ଷଣି ଆମେରିକାର ସିକ୍ରେଟ୍‌ ସର୍ଭିସ୍‌ ଏଜେଣ୍ଟ୍ସ ତାଙ୍କୁ ଉଠିବାରେ ସାହାଯ୍ୟ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.