thumbnail

By

Published : Oct 4, 2022, 4:43 PM IST

ETV Bharat / Videos

ଜାତୀୟ ଦଳ ଘୋଷଣା ପୂର୍ବରୁ ବିଦେଶୀ ମଦ ଓ କୁକୁଡା ବାଣ୍ଟିଲେ TRS ନେତା, ଭିଡିଓ ଭାଇରାଲ

ହାଇଦ୍ରାବାଦ: ସାଧାରଣ ଜନତାଙ୍କୁ ବିଦେଶୀ ମଦ ଓ କୁକୁଡ଼ା ବାଣ୍ଟୁଛନ୍ତି TRS ନେତା ରାଜନାଲା ଶ୍ରୀହରି । ମଦ କୁକୁଡ଼ା ପାଇବା ଆଶାରେ ଲୋକେ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଛି । ତେଲେଙ୍ଗାନାର ୱାରଙ୍ଗଲ୍‌ରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ବିଜୟା ଦଶମୀ ଅବସରରେ ଜାତୀୟ ଦଳ ଘୋଷଣା କରିବେ KCR । ଏହାପୂର୍ବରୁ TRS ନେତା ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । ସେପଟେ ଏଭଳି ଭିଡିଓକୁ ନେଇ ସୋସିଆଲ ମିଡିଆ ୟୁଜର୍ସ TRS ଓ ଏହାର ନେତାଙ୍କୁ ଭର୍ତ୍ସନା କରିବାରେ ଲାଗିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.