thumbnail

By

Published : Apr 13, 2020, 5:48 PM IST

ETV Bharat / Videos

ଲକ ଡାଉନ ପାଇଁ ଫିକା ପଡିଲା ଓଡ଼ିଆ ନୂଆବର୍ଷ

ଆଜି ଓଡିଆ ନବବର୍ଷ ଓ ପଣାସଂକ୍ରାନ୍ତି । ପ୍ରତ୍ୟେକ ବର୍ଷ ଏହି ଦିନକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି ପ୍ରତିଟି ଓଡିଆ । ସମସ୍ତ ମନ୍ଦିରରେ ଲୋକଙ୍କ ପ୍ରବଳ ଭିଡ ଜମେ । କିନ୍ତୁ ଚଳିତ ଥର ଲକ ଡାଉନ କଟକଣା ଯୋଗୁଁ ସମସ୍ତ ମନ୍ଦିର ଖାଁ ଖାଁ ,ନାହିଁ ଭକ୍ତଙ୍କ ଗହଳି । ନୀତିକାନ୍ତି ପରେ ମନ୍ଦିରର ଫାଟକ ବନ୍ଦ ରହିଛି । ତେବେ କଟକରେ କିଭଳି ସ୍ଥିତି ରହିଛି ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ...

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.