thumbnail

By

Published : Aug 8, 2022, 4:02 PM IST

ETV Bharat / Videos

ଚେନ୍ନାଇରେ ହରଘର ତ୍ରିରଙ୍ଗା ଅଭିଯାନରେ ଛାତ୍ରଛାତ୍ରୀ ସାମିଲ

ଚେନ୍ନାଇ: ହରଘର ତ୍ରିରଙ୍ଗା ଅଭିଯାନରେ ସ୍କୁଲ୍‌ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଏହାର ଝଲକ ସୋମବାର ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରେ ଦେଖିବାକୁ ମିଳିଛି । ଏଠାରେ ୮ ହଜାର ଛାତ୍ରଛାତ୍ରୀ ହାତରେ ପତାକା ଧରି ଏକତ୍ରିତ ହୋଇ ହେଇଥିଲେ । ଛାତ୍ରଛାତ୍ରୀ ଜାତୀୟ ପତାକା ସଦୃଶ ଛିଡ଼ା ହୋଇଥିଲେ । ଆକାଶମାର୍ଗରୁ ଛାତ୍ରଛାତ୍ରୀଙ୍କୁ ଦେଖିଲେ ଏକ ବିଶାଳ ଜାତୀୟ ପତାକାର ଭ୍ରମ ସୃଷ୍ଟି କରୁଥିଲା । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ହରଘର ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.