ଋଷ ସେନାଙ୍କ ମୁହଁରେ 'ଏ ବତନ ହମକୁ ତେରୀ କସମ' - ଦେଶାତ୍ମକ ଗାଇଲେ ଋଷ ସେନା
🎬 Watch Now: Feature Video
ନୂଆଦିଲ୍ଲୀ: ଆମେରିକା ସେନାଙ୍କ ପରେ ରୁଷିଆ ସେନା । ଜାତୀୟ ସଙ୍ଗୀତ ପରେ ଦେଶାମକ୍ତ ଗୀତ ଗାଇଲେ ବିଦେଶୀ ସେନା । ଏକାକାଳୀନ ଭାବେ ଦେଶାତ୍ମକ ଗୀତ 'ଏ ବତନ ହମକୁ ତେରୀ କସମ' ଗୀତ ଗାଇଥିବାର ଏକ ଭିଡିଓ ଏବେ ଦେଖିବାକୁ ମିଳିଛି।