Dhamnagar Bypoll: ଧାମନଗର ଉପନିର୍ବାଚନ ନେଇ ବିଜେଡିରେ ବିବାଦ !

By

Published : Oct 13, 2022, 1:13 PM IST

thumbnail
ଭଦ୍ରକ: ଧାମନଗର ଉପନିର୍ବାଚନକୁ ନେଇ ହଟଚମଟ । ଅବନ୍ତୀ ଦାସଙ୍କ ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ସୃଷ୍ଟି ହୋଇଛି ବିଦ୍ରୋହ । ପୂର୍ବରୁ ରାଜେନ୍ଦ୍ର ଦାସ ବିଜେଡି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେଡି ସୁପ୍ରିମୋ ଅବନ୍ତୀ ଦାସଙ୍କ ନାଁରେ ମୋହର ମାରିଥିଲେ । ଯାହାକୁ ନେଇ ଧାମନଗର ବିଜେଡିରେ ବିବାଦ ଦେଖାଦେଇଛି । ରାଜେନ୍ଦ୍ରଙ୍କ ସମର୍ଥକମାନେ ଅବନ୍ତୀ ଦାସଙ୍କ ପ୍ରାର୍ଥୀତ୍ବକୁ ତୀବ୍ର ବିରୋଧ କରିଛନ୍ତି । ତେବେ ବିଜେଡିରେ ଏହି ବିଦ୍ରୋହ ନେଇ ଶୁଣନ୍ତୁ କ'ଣ କହୁଛନ୍ତି ରାଜେନ୍ଦ୍ର ଦାସଙ୍କ ସମର୍ଥକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.