thumbnail

By

Published : Jun 22, 2022, 8:02 PM IST

ETV Bharat / Videos

ସୁବର୍ଣ୍ଣପୁରରେ ମହାଆଡ଼ମ୍ବରରେ ରଜ ମହୋତ୍ସବ ପାଳିତ, ଲୋକ ନୃତ୍ୟରେ ଦୁଲୁକିଲା ମଞ୍ଚ

ସୁବର୍ଣ୍ଣପୁର : ସହରର ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ରଜ ଉତ୍ସବ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବ ଓ ପଶ୍ଚିମ ଓଡିଶାର ସାଂସ୍କୃତିକ ସମନ୍ବୟ, ପର୍ବପର୍ବାଣୀ ପାଳନ ଉପରେ ଗୁରୁତ୍ବ ଦେଇ ରଜମଉଜର ଭାବକୁ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀ ଗୁଡିକ ପକ୍ଷରୁ ତିଆରି କରାଯାଇଥିବା ବିଭିନ୍ନ ସୁସ୍ବାଦ ପିଠାପଣା ଓ ପାନର ପ୍ରଦର୍ଶନ କରାଯାଇଥିଲା । ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.