ଶ୍ରୀମନ୍ଦିର ଦ୍ୱାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9769681-thumbnail-3x2-mangalalati.jpg)
ଆଜି ବଡି ଭୋରରୁ ସେବାୟତ ଓ ପୂଜା ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା କରାଯାଇଛି । ଏହାପରେ ବିଧି ବିଧାନ ସହକାରେ ମନ୍ତ୍ରୋଚାରଣ ସହ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ଶେଷ ହୋଇଛି। ଏହି ସମୟରେ ଅନ୍ୟ ସେବାୟତ ମାନେ ପ୍ରଭୁଙ୍କ ଆଳତୀ ଦେଖି ଆତ୍ମବିଭୋର ହୋଇପଡିଥିଲେ।