କଟକରେ ଦୁର୍ଗାପୂଜା: ମଣ୍ଡପରେ ମା'ଙ୍କୁ ଆବଦ୍ଧ କରି ପୂଜା କରା ନ ଯାଉ - କଟକ ଦଶହରା ଖବର
🎬 Watch Now: Feature Video
କଟକ: ଦଶହରାକୁ ନେଇ ରାଜ୍ୟ ସରକାର କୌଣସି କଟକଣା ଜାରି କରିନଥିଲେ ବି ମୂର୍ତ୍ତି ଆକାରରେ ପରିବର୍ତ୍ତନ ଓ ମଣ୍ଡପରେ ପରଦା ଟାଣି ପୂଜା କରିବାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ମାମଲା। ଉଭୟ କଟକ ଓ ଭୁବନେଶ୍ବରରୁ ୨୩ଟି ପୂଜାମଣ୍ଡପ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ସମନ୍ବୟ ଅଭାବରୁ ପୂଜା ସମ୍ପର୍କିତ କୌଣସି ନିଷ୍କର୍ଷ ବହାରିପାରୁ ନଥିବା ଆବେଦନକାରୀ ଓକିଲ ତଥା ବାଲୁବଜାର ପୂଜା କମିଟି ସଭାପତି ଇଟିଭି ଭାରତକୁ EXCLUSIVE ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...