ଡମଣା ବଣିଆ ସାହିରେ ଧୁମଧାମରେ ପାଳିତ ହେଉଛି ରଜ ପର୍ବ - ଧୁମଧାମରେ ପାଳିତ ହେଉଛି ରଜ

🎬 Watch Now: Feature Video

thumbnail

By

Published : Jun 14, 2022, 9:24 PM IST

ଭୁବନେଶ୍ବର: ଆଜି ହେଉଛି ଓଡ଼ିଶାର ଗଣପର୍ବ ପହିଲି ରଜ । ଗାଁ ଠାରୁ ସହର ଉତ୍ସବ ମୁଖର । ଘରେ ଘରେ ପିଠା ପଣାର ମହକ । ଏହି କ୍ରମରେ ଭୁବନେଶ୍ବରର ଡମଣା ବଣିଆ ସାହିରେ ପାଳିତ ହୋଇଛି ରଜ । ସମେସ୍ତ ନୂଆ ଡ୍ରେସ ପିନ୍ଧି ସଜବାଜ ହେଇ, ରଜ ଗୀତ ଗାଇ ଧୁମଧାମରେ ଖେଳିଥିଲେ ଦୋଳି । ଆଜି ଠାରୁ ୩ ଦିନ ଧରି ରାଜ୍ୟ ବାସୀ ପାଳିବେ ରଜପର୍ବ । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.