ଜଗତସିଂହପୁରର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

By

Published : Jun 29, 2022, 8:37 PM IST

thumbnail
ଜଗତସିଂହପୁର : ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ସିଦ୍ଧ ବଳଦେବ ଜୀଉ, ବରଙ୍ଗ ସ୍ଥିତ ମହାପ୍ରଭୁ ଜଗନ୍ନାଥ, ଧ୍ୟାନକୁଦ ସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥ, କୁଜଙ୍ଗ ସ୍ଥିତ ସୁଭଦ୍ରା କ୍ଷେତ୍ରରେ ମହାପ୍ରଭୁଙ୍କ ନବଯୌବନ ବେଶରେ ଦର୍ଶନ ଦେଇଥିଲେ । ସ୍ନାନ ପୂର୍ଣ୍ଣିମା ଠାରୁ ମହାପ୍ରଭୁ ଅସୁସ୍ଥ ଥିବା ବେଳେ ପାଞ୍ଚ ମୋଦକ ସେବନ ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ଆଜି ମହାପ୍ରଭୁ ନବ ଯୌବନ ବେଶରେ ଦର୍ଶନ ଦେବା ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ। ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.