ଯାଜପୁରରେ ଲକଡାଉନ କଟକଣା କଡାକଡି

By

Published : Jul 18, 2020, 2:05 PM IST

thumbnail
ଯାଜପୁର: ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରାଜ୍ୟ ସରକାର ଗତକାଲି ରାତିରୁ 4 ଟି ଜିଲ୍ଲା ସହ ରାଉରକେଲାରୁ 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହି କଟକଣାକୁ ଯାଜପୁରରେ କଡାକଡି ଭାବେ ପାଳନ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବଜାର ସକାଳ 6ରୁ ଅପରାହ୍ନ 1ଯାଏଁ ଖୋଲା ରହିଥିବା ବେଳେ ଚେକିଂକୁ ଜୋରଦାର କରାଯାଇଛି । ଡୋର ଟୁ ଡୋର ସର୍ଭେଲାନ୍ସ ସହ ଅମାନିଆଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.