ଆଲୋକରେ ଝଲସୁଛି କୋଲକାତାର ହାୱଡା ବ୍ରିଜ, ଦେଖନ୍ତୁ ଭିଡିଓ...

By

Published : Nov 14, 2020, 9:29 PM IST

thumbnail
କୋଲକାତା: ଦୀପାବଳି ଅବସରରେ ଚାରିଆଡେ କେବଳ ଆଲୋକର ମାହୋଲ । କୋଲକାତାର ବିଶ୍ବବିଖ୍ୟାତ ହାୱଡା ବ୍ରିଜରେ ଆଲୋକର ମାଳାରେ ସଜ୍ଜିତ କରାଯାଇଛି । ରଙ୍ଗବେରଙ୍ଗର ଆଲୋକରେ ସଜ୍ଜିତ ହୋଇଛି ବ୍ରିଜ । ରାତିରେ ହାୱଡା ବ୍ରିଜର ମାହୋଲ ଦର୍ଶକଙ୍କୁ ମାତୁଆଲ କରୁଛି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.