୧୮ ହଜାର ଫୁଟ୍ ଉପରେ ITBP ଅଫିସରଙ୍କ ସୂର୍ଯ୍ୟ ନମସ୍କାର - ଆଇଟିବିପି ଅଫିସରଙ୍କ ସୂର୍ଯ୍ୟ ନମସ୍କାର
🎬 Watch Now: Feature Video
ଲଦାଖ: ଲଦାଖ୍ ଅଞ୍ଚଳରେ ୧୮ ହଜାର ଫୁଟ୍ ଉପରେ ଜଣେ ଆଇଟିବିପି ଅଫିସର ଯୋଗ କରିଛନ୍ତି । ମାଇନ୍ସ ଜିରୋ ଡିଗ୍ରୀ ତାପମାତ୍ରା ଓ ତୁଷାରପାତ ମଧ୍ୟରେ ସୂର୍ଯ୍ୟ ନମସ୍କାର କରୁଛନ୍ତି ITBP ଅଫିସର । ଦେଖନ୍ତୁ ଭିଡିଓ