thumbnail

By

Published : Aug 1, 2021, 12:16 PM IST

ETV Bharat / Videos

ବାଲୁକାକଳାରେ ବକ୍ସର ଲଭଲିନାଙ୍କୁ ଶୁଭେଚ୍ଛା

ପୁରୀ: ଟୋକିଓ ଅଲମ୍ପିକ ବକ୍ସିଂ ସେମିଫାଇନାଲରେ ଭାରତୀୟ ବକ୍ସର ଲଭଲିନା ବୋର୍ଗହେନ । ସେ ଫାଇନାଲରେ ପହଞ୍ଚିବା ସହ ଭାରତକୁ ସ୍ବର୍ଣ୍ଣ ପଦକ ଦିଅନ୍ତୁ ବୋଲି ସାରା ଭାରତବାସୀ ଆଶା ରଖିଛନ୍ତି । ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା ମାଧ୍ୟମରେ ଲଭଲିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.