ରେଭେନ୍ସାରେ ଜନ ସମୁଦ୍ର, ନାହିଁ ଓମିକ୍ରନ ଭୟ - ରେଭେନ୍ସାରେ କୋଭିଡ କାଳରେ କାର୍ଯ୍ୟକ୍ରମ
🎬 Watch Now: Feature Video
ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ନେଇ ସବୁଠି ଆଶଙ୍କା ବଢୁଥିବାବେଳେ ସଚେତନତା ଓ ଗାଇଡ ଲାଇନର ପାଠ ପଢାଉଛନ୍ତି ସରକାର । କିନ୍ତୁ ସରକାର ଓ ପ୍ରଶାସନର ନାକ ତଳେ ଆୟୋଜିତ ହେଲା ବିଶ୍ବ ବିଦ୍ୟାଳୟ ଆନୁଆଲ ଆଥଲେଟ ମିଟ । ଜନ ସମୁଦ୍ର ହେଲା ବିଶ୍ବ ବିଦ୍ୟାଳୟ ପରିସର । ନାଚିଲେ, ଡେଇଁଲେ ଝୁମିଲେ । କଲେଜ କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିଲେ । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରେଭେନ୍ସା ବିଶ୍ବବିଦ୍ୟାଳୟରେ । ଦେଖନ୍ତୁ ଭିଡିଓ