ବରଫଚାଦରରେ ଲୁଚିଲା ହେମକୁଣ୍ଡ ସାହେବ
🎬 Watch Now: Feature Video
ଡେରାଡୁନ: ବରଫରେ ଆଚ୍ଛାଦିତ ହେଲା ଶିଖଙ୍କ ପବିତ୍ର ତୀର୍ଥ ସ୍ଥଳ ହେମକୁଣ୍ଡ ସାହେବ । ଦୁଇ ଦିନ ଧରି ଜାରି ରହିଥିବା ତୁଷାରପାତ ଫଳରେ ୨ ଫୁଟ ଉଚ୍ଚତାର ବରଫ ଜମି ଯାଇଛି । ଫଳରେ ତୀର୍ଥଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଦେଖନ୍ତୁ ବରଫପାତର ମନଲୋଭା ଦୃଶ୍ୟ ।