ବନ୍ୟା ପରେ ହଇଜା ଆଶଙ୍କା, ସଜାଗ ସ୍ୱାସ୍ଥ୍ୟ ବିଭାଗ - ହଇଜା ବ୍ୟାପିବାକୁ ନେଇ ଆଶଙ୍କା

🎬 Watch Now: Feature Video

thumbnail

By

Published : Aug 22, 2022, 9:45 PM IST

ଜଗତସିଂହପୁର: ଜିଲ୍ଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ଆଡକୁ ଆସୁଥିବା ବେଳେ ପ୍ରଭାବିତ ଅଞ୍ଚଳରେ ହଇଜା ବ୍ୟାପିବାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଳ ଓ କୁଜଙ୍ଗ ବ୍ଲକର ପ୍ରାୟ ୨୫ଟି ପଞ୍ଚାୟତରେ ବନ୍ୟପାଣି ପଶିଥିବା ବେଳେ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଦୁଇ ହଜାରରୁ ଅଧିକ କୂଅ, ପୋଖରୀ ଓ ନଳକୂପରେ ବନ୍ୟାପାଣି ପ୍ରବେଶ କରିଛି । ତେବେ ପ୍ରଭାବିତମାନେ ସେହି ଦୂଷିତ ପାଣି ବ୍ୟବହାର କରିବା ଦ୍ବାରା ହଇଜା, ଡେଙ୍ଗୁ, କାମଳ ଆଦି ରୋଗ ବ୍ୟାପିବାର ସମ୍ଭାବନା ରହିଛି । ଯାହାକୁ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କିଭଳି ପଦକ୍ଷେପ ଗ୍ରହଣ କରିଛି ଆସନ୍ତୁ ଜାଣିବା । ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.