Niladri Bije: ବଡ଼ ଭାଇ ବଳଭଦ୍ରଙ୍କ ପରେ ଗୋଟି ପହଣ୍ଡିରେ ଚାନ୍ଦ ମୁହିଁ ଶୁଭଦ୍ରା

By

Published : Jul 12, 2022, 10:51 PM IST

thumbnail
ପୁରୀ: ନଅ ଦିନର ଯାତ୍ରା ପରେ ରତ୍ନବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଦୀର୍ଘ ୯ ଦିନର ଯାତ୍ରାର ଶେଷ ଦିନ ତଥା ଆଜି ହେଉଛି ନୀଳାଦ୍ରି ବିଜେ । ବଡ଼ ଭାଇଙ୍କ ପଛେ ପଛେ ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି ହଳଦିମୁଖୀ ମା' ଶୁଭଦ୍ରା । ସାଉ ଭଉଣୀଙ୍କ ପରେ ଶେଷରେ ଶ୍ରୀମନ୍ଦିରକୁ ବିଜେ କରିବେ ମହାପ୍ରଭୁ ଜଗନ୍ନାଥ । ମା' ଶୁଭଦ୍ରାଙ୍କୁ କାନ୍ଧେଇ ଭକ୍ତଗଣ ଶ୍ରୀମନ୍ଦିର ଆଡ଼କୁ ଅଗ୍ରସର ହେଉଥିବା ବେଳେ ଏପଟେ ସଜବାଜ ହେଲେଣି କାଳିଆ ସାଆନ୍ତେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.