ମହାନବମୀ ପୂଜା ପାଇଁ ଉତ୍ସବ ମୁଖର ଗୋପାଳପୁର - ଗୋପାଳପୁରରେ ମହାନବମୀ ପୂଜା

🎬 Watch Now: Feature Video

thumbnail

By

Published : Oct 4, 2022, 10:21 PM IST

Updated : Oct 5, 2022, 8:24 PM IST

ବ୍ରହ୍ମପୁର: ଶାରଦୀୟ ପୂଜାକୁ ନେଇ ଉତ୍ସବ ମୁଖର ସାରା ରାଜ୍ୟ । ବିଭିନ୍ନ ପୂଜା ମଣ୍ଡପରେ ଆଜି ମାଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଛି । ଦଶଭୁଜାଙ୍କ ଆଗମନରେ ଗୋପାଳପୁର ସ୍ଥିତ ମା ମୁତ୍ୟାଲାମା ଅଟୋ ମାଲିକ ସଂଘ ପୁଜା ମଣ୍ଡପରେ ଚାଲିଛି ଜଗତଜନନୀଙ୍କ ନବରାତ୍ର ପୂଜା । ପ୍ରତ୍ୟେକ ଦିନ ସକାଳର ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ସନ୍ଧ୍ୟା ଆଳତୀ ସହିତ ପାରମ୍ପାରିକ ରୀତିନୀତିରେ ମାଙ୍କ ପୂଜାର୍ଚ୍ଚନା କରାଯାଉଛି । ମାଆଙ୍କ ସନ୍ଧ୍ୟା ଆଳତୀ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମୁଥିବା ବେଳେ ମାଆଙ୍କ ମହାନବମୀ ପୂଜାର୍ଚ୍ଚନା ସମୟରେ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ୟ । ଇଟିଭି ଭାରତ, ବ୍ରହ୍ମପୁର
Last Updated : Oct 5, 2022, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.