thumbnail

By

Published : May 3, 2022, 11:01 AM IST

ETV Bharat / Videos

ସୁବର୍ଣ୍ଣପୁରରେ ଇଦ୍‌ ପର୍ବ ପାଳିଲେ ମୁସଲମାନ ସଂପ୍ରଦାୟ

ସୁବର୍ଣ୍ଣପୁର: ଆଜି ପବିତ୍ର ଇଦ୍‌-ଉଲ-ଫିତର । ଏହି ଅବସରରେ ସୁବର୍ଣ୍ଣପୁରରେ ମୁସଲମାନ ସଂପ୍ରଦାୟର ଲୋକେ ମସଜିଦ ଗୁଡିକରେ ସାମୁହିକ ନମାଜ ପାଠ କରିଛନ୍ତି । ଏଥି ସହ ପରସ୍ପରକୁ ଇଦ୍‌ର ଶୁଭେଛା ଜଣାଇଛନ୍ତି । ଶାନ୍ତି-ମୈତ୍ରୀ-ଭାଇଚାରାର ଏହି ପର୍ବରେ ମୁସଲମାନ ଶ୍ରଦ୍ଧାଳୁମାନଙ୍କୁ ସହରବାସୀ ଶୁଭେଛା ପ୍ରଦାନ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ଏକତା ଓ ଭାଇଚାରାର ଏହି ପର୍ବକୁ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.